ମାମୁଁ ଘରୁ ଜଗନ୍ନାଥ ଙ୍କ ପାଇଁ ଯିବ ପୋଢୁଆଁ ଭାର
ଜଗତସିଂହପୁର:(ରମେଶ ମହାନ୍ତି):- ମାର୍ଗଶିର ମାସ ଅଷ୍ଟମୀ ତିଥିରେ ମାମୁ ଘର ମାଧବାନନ୍ଦ ଜୀଉ ଙ୍କ ପାଖରୁ ଜଗନ୍ନାଥ ଙ୍କ ନିକଟକୁ ଯିବ ପୋଢୁଆ ଭାର, ଯେଉଁଥିରେ ମହାପ୍ରଭୁ ପୋଢୁଆ ହେବେ ,।ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଆରମ୍ଭ କରାଯାଇଛି ।ଏହାକୁ ନେଇ…