ନୟାଗଡ଼ ସନରାଇଜରର୍ସ ଓ ଓଡ଼ଗାଁ ଆର.ଏ.ଏ ଫାଇନାଲକୁ ପ୍ରବେଶ
ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ :୩ୟ ଦିନ ମ୍ୟାଚ୍
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ତୃତୀୟ ଦିନ ଅପରାହ୍ନରେ ୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ ନୟାଗଡ଼…