“ମଇଳା ଜାମା” ଚଳଚ୍ଚିତ୍ରର ଅଡିଓ ଏବଂ ବିଶ୍ୱ ମହିଳା ଦିବସ ପାଳିତ।
କେନ୍ଦୁଝର,ତା୬/୩- କେନ୍ଦୁଝର ଫିଲ୍ମ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିିତ୍ର "ମଇଳା ଜାମା"ର ଅଡିଓ ରିଲିଜ ହୋଇ ଯାଇଛି,ଏହା ସହିତ ବିଶ୍ୱ ମହିଳା ଦିବସ ମଧ୍ୟ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ଵବିଦ୍ୟାଳୟର କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି, ଆଇଡ଼ିଏଲ ସମାଜସେବୀ ସଂଗଠନର…