ଧାନ ସିଝେଇବା ବେଳେ ଲାଗିଲା ନିଆଁ, ସବୁ ପୋଡି ଛାରଖାର
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ହାତୀବନ୍ଧ ଗ୍ରାମ, ଖାନୁଆ ଜିପି, ବଡ଼ସାହି ବ୍ଲକର ବଳରାମ ବାସ୍କେଙ୍କ ଘରେ ଧାନ ସିଝେଇବା ବେଳେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ବଖରା ଝାଟିମାଟି ଘର ସହିତ ଘରେ ଥିବା ଧାନ, ଭାଉଳ, ଜମି ଜମା କାଗଜପତ୍ର, ଟଂକାପଇସା, ଲୋଗାପଟା ଆଦି ପୋଡି…