ସମ୍ବାଦକୁ ଶୀଘ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଭ୍ରମାତ୍ମକ ଓ ତର୍ଜମାବିହୀନ ସମ୍ବାଦ ପରିବେଷଣ ବାଞ୍ଛନୀୟ…
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ଗଣମାଧ୍ୟମ ହିଁ ସେହି ଲକ୍ଷ୍ମଣରେଖା ନିର୍ଦ୍ଧାରିତ କରିପାରିବ: ସଚିବ ସଞ୍ଜୟ ସିଂ
ଭୁବନେଶ୍ୱର(ଶାସକ ପ୍ରଶାସକ): ଏକ ବଳିଷ୍ଠ ଓ ଶକ୍ତିଶାଳୀ ଗଣମାଧ୍ୟମ ସମାଜକୁ ବିକାଶ ପଥରେ ଆଗେଇ ନେଇଥାଏା ସତ୍ୟଶୀଳ, ନିରପେକ୍ଷ ଓ…