ଲାଗିଛି ନିଆଁ, ନିୟନ୍ତ୍ରଣ ବାହାରେ !! On Apr 2, 2020 12 Share ବାରିପଦା(ଦିଲ୍ଲୀପ ମହାନ୍ତି ) ଶିମିଳିପାଳ ର କୋର ଏରିଆ ରେ ଜୋରରେ ନିଆଁ ଲାଗିଚି । ନିୟନ୍ତ୍ରଣ ର ବାହାରେ । ଗତ କାଲି ର ସେଟେଲାଇଟ ଦ୍ୱାରା ନିଆ ଯାଇଥିବା ଏହି ଚିତ୍ର ପ୍ରମାଣିତ କରୁଛି । 12 Share FacebookTwitterGoogle+ReddItWhatsAppPinterestEmail