ସ୍ୱଚ୍ଛତା, ସଡ଼କ ସୁରକ୍ଷା, ଜଙ୍ଗଲ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

Odagaon/Srikanta Mishra : ଦୃତ ଜନସଂଖ୍ୟା ବୃଦ୍ଧି ଏବଂ ପରିଚାଳନାଗତ ତୃଟି ଯୋଗୁଁ ପ୍ରକୃତି ଏବଂ ପରିବେଶ ଉପରେ ଏହାର ପ୍ରଭାବ ପଡୁିଛି । ଫଳରେ ଏମିତି ଏକ ଦି ଆସିବ ଗଛନଥିବ । ଫୁଲ ନଥିବ କି ଫଳ ନଥିବ । ପାଣି ନଥିବ କି ପ୍ରାଣୀ ନଥିବ । ପ୍ଲାଟିକ ରାକ୍ଷାଶ କାୟା ବିସ୍ତାର କରି ସ୍ୱଚ୍ଛତା…

ସକାଳୁ ସକାଳୁ ଅଘଟଣ : ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ-ଦୁଇ ମୃତ, ଜଣେ ଗୁରୁତର(see Video)

ବାରିପଦା/ ଦିଲ୍ଲୀପ ମହାନ୍ତି -ମୟୂରଭଞ୍ଜ ଜିଲ୍ଲା ର ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ-ଦୁଇ ମୃତ୍ୟୁ ଜଣେ ଗୁରୁତର । ପାଖାପାଖି 8/10 ଫୁଟ କଲଭର୍ଟ ତଳକୁ ଖସିଲା ଲୁହା ବଝେଇ  ଟ୍ରକ । ୬୮ ନଂ ଜାତୀୟ ରାଜପଥ ରେ ଘଟିଛି ଅଘଟଣ । ଟ୍ରକ ଟି କଲିକତା ଯାଉଥିବା ଜଣାପଡିଛି । ପ୍ରାୟ ଆଜି ସକାଳ ୭ ରୁ…

ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ:  ଅଙ୍ଗଦାନ ପାଇଁ ୬ ଜଣ ସତ୍ୟପାଠ କଲେ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଆତ୍ମା ଅବିନଶ୍ଵର  । ଯାହାର ମୃତ୍ୟୁ ନାହିଁ । ଆତ୍ମା ଶରୀରକୁ ତ୍ୟାଗ କରିବା ପରେ ଶରୀର ଅଦରକାରୀ ହୋଯାଏ । କିନ୍ତୁ ଆଧୁନିକ ସମୟର ବିଜ୍ଞାନ  ଶରୀରର ବିଭିନ୍ନ ଅଙ୍ଗକୁ ରୋଗୀଙ୍କ ଆବଶ୍ୟକତା ଅନୁସାରେ ପ୍ରତିରୋପଣ କରିବାର ବ୍ୟବସ୍ଥା ଆବିଷ୍କାର କରିବା ପରେ…

ଗଜପତି ଜିଲ୍ଲାରେ ପ୍ରଥମ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଲାଗିଲା “ବାୟୋମେଟ୍ରିକ ଉପସ୍ଥାନ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ସ୍ଥାନୀୟ  ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସମେତ କର୍ମଚାରୀ ମାନଙ୍କ ଦୈନିକ ଉପସ୍ଥାନ ପାଇଁ "ବାୟୋମେଟ୍ରିକ  ଉପସ୍ଥାନ" ବ୍ୟବସ୍ଥାର ଶୁଭାରମ୍ଭ  ହୋଇଯାଇଛି ।      ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ…

ମୁମ୍ବାଇ ଡାନ୍ସ ଫେଷ୍ଟିଭାଲ୨୦୧୯ରେ  କନିଷ୍ଠ ଓଡ଼ିଶୀ ବର୍ଗରେ ନୃତ୍ୟା ଶିଳ୍ପୀ ତନିଶା ବେବର୍ତ୍ତା ସମ୍ବର୍ଦ୍ଧିତ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ଅପ୍ରତିଦ୍ୱନ୍ଦୀ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡିର ଷଷ୍ଟ ଶ୍ରେଣୀରଛାତ୍ରୀ  ତନିଷl ବେବର୍ତ୍ତା ମୁମ୍ବାଇ ଡାନ୍ସ ଫେଷ୍ଟିବେଲ୨୦୧୯ (ଅଗ୍ରୀକୋଲି ସଂସ୍କୃତି ଭବନ ,ମୁମ୍ବାଇ, ମହାରାଷ୍ଟ୍ର) ଠାରେ…

 ଥାଇଲାଣ୍ଡରେ ଓଡିଶୀ ନୃତ୍ୟ : ଗଜପତିର  ପ୍ରୀତିପ୍ରିୟା , ଭୁବନେଶ୍ୱରର ରିତିକା, ମଧୁସ୍ମିତା ଓ ପ୍ରିୟଦର୍ଶନୀ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି  ମୁନିସିପାଲଟି କଲୋନୀ ର ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ଙ୍କ କନିଷ୍ଠ ଝିଅ ପ୍ରୀତିପ୍ରିୟା ବେହେରା  ଥାଇଲାଣ୍ଡ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୩୫ତମ ଆସିଅନ ସମିତି ର କାର୍ଯ୍ୟକ୍ରମ ରେ…

ଶିଶୁ ଅଧିକାର ସନନ୍ଦର ୩୦ ବର୍ଷ ପୂର୍ତ୍ତୀ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସଭା ଗୃହ ଠାରେ ମିଳିତ ଜାତିସଂଘ ଶିଶୁ ସୁରକ୍ଷା ଅଧିକାର ସନନ୍ଦର ୩୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା   ସଂଯୋଗ (କଟକ) ଏବଂ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା…

ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ

ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ - ଅମିତ ଶାହ ଏହି ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ - ଧର୍ମେନ୍ଦ୍ର ପ୍ରଧାନ  ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ  ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ   ୪ ବର୍ଷ ମଧ୍ୟରେ ଲଦାଖରେ ୫୦ ହଜାର…

ପାଣିଟାଙ୍କି କାର୍ଯ୍ୟକ୍ଷମ କରିବାକୁ 80 ଦିନର କଣ୍ଟ ଦେଲେ ଜିଲ୍ଲାପାଳ

ଶାସକ ପ୍ରଶାସକର ଖବର ଉପରେ ଉତ୍ତର ଦେଲେ ଜିଲ୍ଲାପାଳ , ବିଧାୟକ ବି ଦେଲେ ପ୍ରତିଶ୍ରୁତି ଧୂମାଭଟା / ବନମାଳି ନାୟକ : ଧୁମାଭଟା ଗ୍ରାମରେ ନିର୍ମିତ ହେଉଥିବା ପାଣିଟାଙ୍କି କାମ ସମ୍ପୁର୍ଣ ହୋଇସାରିଲା ପରେ ମଧ୍ୟ ଅଚଲ ହେଇ ପଡ଼ିରହିଥିଲା ଯାହାକୁ ନେଇ ଅଞ୍ଚଲରେ ନିରାଶା ର ମାହୋଲ୍ ଖେଲି…

ଏକ କଲେ ଦେଢ଼ଶହ , ଦୁଇ କଲେ ଦୁଇଶହ

  ଖୋଲାରେ ଏକ ଦୁଇ  କଲେ ଅର୍ଥ ତଣ୍ଡିବ: ଠିକ ଯେ, ନିଜେ ପ୍ରସ୍ତୁତ ନଥାଇ କେମିତି ବିଏମସି ଦଣ୍ଡିବ  ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଏବେ ଗୋଟାଏ ଭଲ ପଦକ୍ଷେପ ନେବାକୁ ଯାଉଛି ସହରକୁ  ବାହ୍ୟ ଶୌଚମୁକ୍ତ ଅଞ୍ଚଳ କରିବା ପାଇଁ । ଏଣିକି ଭୁବନେଶ୍ୱରରେ ଖୋଲାରେ ଶୌଚ କଲେ ଦେବାକୁ ପଡ଼ିବ…