ଆବୁଧାବୀ ରାଷ୍ଟ୍ରାୟତ ତୈଳ କମ୍ପାନୀର ସିଇଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କରୋନା ମୁକାବିଲା ପାଇଁ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଅଧିକ ଏଲପିଜି ଯୋଗାଣ ନେଇ ଆଲୋଚନା
ଋଣନୈତିକ ସହଯୋଗୀ ଢାଂଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମତି, ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ ପ୍ରତିଶ୍ରୁତି
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କରୋନା ମୁକାବିଲା…