ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ପଦ୍ମପୁର/ଶାସକ ପ୍ରଶାସକ - ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନିରିହ ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳି ଭାବେ ଲକଡାଉନ ସମୟରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ…