ହରିହର ନର୍ସିଂହୋମ୍ କୁ ସିଲ୍ କଲା ଜିଲ୍ଲା ପ୍ରଶାସନ
ବଲାଙ୍ଗୀର( ନିରୋଜ ମିଶ୍ର) ବର୍ତ୍ତମାନ ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏଭଳି ଏକ ମାରାତ୍ମକ ଭୁତଣୁ କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଆଇନ୍ ପ୍ରଣୟନ କରିଛନ୍ତି । ରାଜ୍ୟ ଓ ଦେଶର ଜନସାଧାରଣଙ୍କ ବହୁମୂଲ୍ୟ ଜନଜୀବନକୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ…