ଆତ୍ମହତ୍ୟା  କରିଥିବା ଅଧ୍ୟାପିକାଙ୍କ ପରିବାରକୁ  ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା 

ବାରିପଦା(ଦିଲ୍ଲୀପ ମହାନ୍ତି )-  ରାଇଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା କ୍ରମଶଃ ଜଟିଳ ହେବାକୁ ଯାଉଛି । ଏହି ସମୟରେ ଆଜି ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଡ଼ଃ. ମିନତୀ ବେହେରା ଆଜି ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଉମାଦେଇପୁର ଗ୍ରାମକୁ…

ରାଜ୍ୟସ୍ତରୀୟ ବିଶ୍ୱ ମାନବିକ ଅଧିକାର ଦିବସ ପାଇଁ ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ସବୁ ବିଭାଗର ବରିଷ୍ଠ ଅଧିକାରମାନଙ୍କୁ ନେଇ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଗଙ୍କ ସମ୍ମିଳନୀ କକ୍ଷରେ…

ଆଗଲପୁର ବ୍ଳକ ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ 

ଆଗଲପୁର  (ସୁଶିଲ କୁମାର ବିଶ୍ୱାଳ  ):- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକରେ ଦୁଇ ଦିନ ଧରି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ  ପ୍ରଥମ ଦିବସରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ଗୀତ, ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ ଓ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…

ହାଇଦ୍ରାବାଦ ବଳାତ୍କାର-ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ (ଶାସକ ପ୍ରଶାସକ) - ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ…

ସାବାସ ବ୍ଲକ ଶିକ୍ଷାଧିକାରୀ :  ସଫଳ ହେଲା ଉଦ୍ୟମ, ପୁଣି ସ୍କୁଲ ମୁହାଁ ହେଲେ  ୩୧୮ ଛାତ୍ରଛାତ୍ରୀ

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡା ବ୍ଲକ ର ବିଭିନ୍ନ ସ୍କୁଲରେ ଅଧାରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ସାଥ୍-ଇ ପୋର୍ଟାଲରେ ଜଣାପଡିଥିଲା । ଜିଲ୍ଲାଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ନିର୍ଦ୍ଦେଶକ୍ରମେ ସଦର ବ୍ଲକ ଶିକ୍ଷାଧିକାରୀ ଡ.ରଶେମଲାଲ ନାଏକ ନିଜ ତତ୍ତ୍ୱାବଧାନରେ ଏହି…

ବାର୍ହା ମାରି ମାଂସ ବାଂଟୁଥିବା ବେଳେ ଧରା ପଡି ଗିରଫ 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  ହେମଗିର ଥାନା ଅନ୍ତର୍ଗତ ଗର୍ଜ୍ଜନପାହାଡ଼ ଜପ୍ତି ଜଙ୍ଗଲ ଭିତରେ ଗୋଟାଏ ବାର୍ହାକୁ ବିଦ୍ୟୁତ  ସାହାଯ୍ୟରେ ମାରି ଶିକାର କରି ,ଭାଗବଣ୍ଟା ହେଉଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହେମଗିର ରେଞ୍ଜ ଅଫିସର ଷ୍ଟାଫ ଛାପା ମାରିଥିଲେ | ଛାପା ମାରିବା ସମୟରେ…

କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ -  ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବିଜ୍ଞାନମେଳା କାର୍ଯ୍ୟକ୍ରମରେ "ସ୍ମାର୍ଟ ସୋଲାର ସିଷ୍ଟମ" ଉପରେ ଏକ ପ୍ରକଳ୍ପ ପ୍ରଦର୍ଶିତ କରି କୃତକାର୍ଯ୍ୟ ହୋଇଥିବା କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର…

ଧାନ ବିକ୍ରିରେ ବ୍ୟାପକ ଅନିମିୟତା ଅଭିଯୋଗ : ମଣ୍ଡିକୁ ବନ୍ଦ କରିଦେଲା କୃଷକ ସଙ୍ଗଠନ 

ବେଲପଡା/ବନମାଳୀ ନାୟକ  : ବ୍ୟାପକ କଟନି-ଛଟନି ହେଉଥିବା ଅଭିଯୋଗ ଆଣି ଧୁମାଭଟା ମଣ୍ଡି କୁ ବନ୍ଦ କରିଦେଲା ଜୟ କୋସଲ କୃଷକ ସଙ୍ଗଠନ ଆଜି ସଙ୍ଗଛନ ର ଶତାଧକ  କର୍ମକର୍ତା ମଣ୍ଡି ସ୍ଥାନକୁ ଆସି ସରକାରଙ୍କ ଚାଷି ବିରୋଧ ନୀତିକୁ ନିନ୍ଦା କରି ହଙ୍ଗାମା କରିଥିଲେ | ପରିସ୍ଥିତି ବ୍ୟାପକ ଅଣାୟତ୍ତ…

 ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗୋଷ୍ଠୀ  ଶିକ୍ଷା କାର୍ଯ୍ୟାଳୟ ନୂଆପଡା ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ନୂଆପଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକଙ୍କ…