କାର୍ଯ୍ୟରତ ଥିବା ଠିକା କର୍ମଚାରୀଙ୍କୁ ଛଟେଇ, ଜିଲ୍ଲାପାଳଙ୍କଠାରେ ଅଭିଯୋଗ
ସୋନପୁର(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଜଣେ ଚତୁର୍ଥ ଶ୍ରେଣି କର୍ମଚାରୀଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ଆଉ ଜଣେ ନୂତନ କର୍ମଚାରୀକୁ ନିଯୁକ୍ତି ଦିଆ ଯାଇଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ବର୍ତ୍ତମାନ କରୋନା ପାଇଁ ଦେଶରେ…