ଟ୍ରାକ୍ଟର ଉପରୁ ତଳେ ପଡି ନାବାଳକ ମୃତ
ପଦ୍ମପୁର/ ଶାସକ ପ୍ରଶାସକ:- ପଦ୍ମପୁର ବ୍କକ ଅନ୍ତର୍ଗତ ସର୍ଗବାହାଲ ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ହରିଜନ ପଡାର କିଶୋର କୁମ୍ଭାରଙ୍କ ପୁଅ ଆନନ୍ଦ କୁମ୍ଭାର(୧୨) ଟାକ୍ଟର ଉପରୁ ତଳେ ପଡି ମୃତ୍ୟୁ ଘଟିଛି। କିଶୋର କୁମ୍ଭାର ଜଣେ ଅତି ଗରିବ ଲୋକ…