ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କଲା ବିଜେପି :ଲଟକି ରହିଲା ଭୁବନେଶ୍ୱର ଓ କଳାହାଣ୍ଡି

କାନ୍ଦରା ବାରିପଦା, ଅଶ୍ୱିନୀ ବରଗଡ଼-  ରାୟଗଡା ଶିବ ,ଗଜପତିରେ ନାରାୟଣ ପ୍ରଥମଥରରେ କଂଗ୍ରେସରୁ ଯାଇଥିବା ପ୍ରକାଶ, ଲାଲା ଓ ଆଶ୍ରିତ ବି ଜିଲ୍ଲା ସଭାପତି ନିର୍ବାଚିତ   ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି…

ମୁଖ୍ୟ ସଚିବ କହିଲେ ୫ ଟି ର ରାଜ, କହିଲେ କାହିଁକି ୫-ଟି….

"ଦେଶରେ  କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍କିମରେ ଓଡ଼ିଶା ଟପ୍ ୫ ମଧ୍ୟରେ ରହିବାକୁ  ଚାହୁଁଛି"   ବାରିପଦା(ଦିଲ୍ଲୀପ ମହାନ୍ତି)-  ଓଡ଼ିଶା ସରକାର ରିହେବିଟେସନ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହାର ସଠିକ୍ ମୁକାବିଲା  ଆଦି ବିଭିନ୍ନ କ୍ଷେତ୍ରରେ ସମଗ୍ର ଭାରତ ଓ ପୃଥିବୀରେ ପ୍ରଶଂସିତ ହୋଇ…

ଯାତ୍ରା ପେଣ୍ଡାଲ ପାଲଟିଲା ରକ୍ତଦାନ ଶିବିର : ସାବାସ ବାଘା ଯତୀନ 

ଭୁବନେଶ୍ୱର / କୋରାପୁଟ :- ଯାତ୍ରା ପେଣ୍ଡାଲ ରେ ସାଧାରଣତଃ ଯାତ୍ରା ହେଇଥାଏ । ଲୋକ ଯାତ୍ରା ପେଣ୍ଡାଲ କୁ ଯାତ୍ରା ଦେଖିବାକୁ ଯାଇଥାନ୍ତି କିନ୍ତୁ ଆଜି କୋରାପୁଟ ରେ ପଡିଥିବା ବାଘା ଯତୀନ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଛି ଏକ ଅଭିନବ ପ୍ରୟାସ । କୋରାପୁଟ ରେ ପ୍ରଥମ ଥର ପାଇଁ ଅପେରା…

ବରଗଡ ଜର୍ଜ ହାଇସ୍କୁଲର ୧୯୬୬ ମ୍ୟାଟ୍ରିକ  ବ୍ୟାଚର ବୈଠକ ଅନୁଷ୍ଠିତ

ପଦ୍ମପୁର- ବରଗଡ ଜର୍ଜ ହାଇସ୍କୁଲ ୧୯୬୬ ମସିହାରେ ପାଠ ପଢୁଥିବା ମେଟ୍ରିକ ବ୍ଯାଚ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଦ୍ଵିତୀକୃଷ୍ଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୧୯୬୬ ବ୍ୟାଚ ଛାତ୍ରମାନେ ଆସନ୍ତା ଜାନୁଆରୀ ୫ ତାରିଖ ବରଗଡ…

ଖୋଲିଲା ବହୁ ପ୍ରତିକ୍ଷିତ ମଲ ଉତ୍କଳ କନିକା ଗ୍ୟାଲେରିଆ : ଗ୍ରାହକଙ୍କୁ ଦେବ ସୁନ୍ଦର ଅନୁଭବ 

 ଭୁବନେଶ୍ବର(ଶାସକ ପ୍ରଶାସକ) : କିଛି ଦିନ ଧରି ଚର୍ଚ୍ଚାର ବିଷୟ ପାଲଟି ଯାଇଥିବା ଉତ୍କଳ କନିକା ଗ୍ୟାଲେରିଆ ଶେଷରେ ଆତ୍ମପ୍ରକାଶ କରିଛି |  ସବୁ ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପକାଇ ଓଡ଼ିଶାର ଲୋକପ୍ରିୟ, କମିଟେଡ଼ ତଥା ବିଶ୍ୱସନୀୟ ରିୟଲ ଇଷ୍ଟେଟ ଡେଭେଲପର ଉତ୍କଳ ବିଲଡର୍ସ ପକ୍ଷରୁ କଳ୍ପନା…

ଚୋରାବାଲି ଗାଡିରୁ ଏକ ଲକ୍ଷ ବାଇଶି ହଜାର ଜରିମାନା

ବରଗଡ(ଶାସକ ପ୍ରଶାସକ) :- ଗତ କାଲି ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କର ନେତୃତ୍ୱରେ ରାଜସ୍ବ ଓ ପୋଲିସ ବିଭାଗ ର ମିଳିତ ଚଢ଼ାଉରେ ଜଗଡଲପୁର ଅଞ୍ଚଳର ବିଭିନ୍ନ ବାଲିଘାଟ ଉପରେ ଚଢ଼ାଉ କରାଯାଇ ଏକକାଳୀନ ଦଶ ଗୋଟି ଟ୍ରାକ୍ଟର ଜବତ କରାଯାଇଥିଲା । ଜବତ ଗାଡି ସବୁ ରାତିରେ ଜଗଡଲପୁର…

ଯୌନ ଅପରାଧ ସୁରକ୍ଷା ଅଧିନିୟମ ୨୦୧୨ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ କଟକ ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ "ସଂଯୋଗ"ର ମିଳିତ ସହଯୋଗରେ ଯୌନ ଅପରାଧ ସୁରକ୍ଷା…

ଜାତୀୟ ମହିଳା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ ଟି-ଟ୍ୱେଂଟି କ୍ରିକେଟରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ…

 ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ପ୍ରମାଣିତ କରିଛନ୍ତି  ଭୁବନେଶ୍ୱର(ଶାସକ ପ୍ରଶାସକ) - ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ…

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ୫୭ତମ ବାର୍ଷିକ କ୍ରିଡା ପ୍ରତିଯୋଗିତା

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ୨ଦିନ ବ୍ୟାପି ଚାଲିଥିବା ୫୭ତମ ବାର୍ଷିକ କ୍ରିଡା ପ୍ରତିଯୋଗିତା ମହାସମାରୋହରେ ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁ ସଭାପତୀତ୍ୱରେ ଅନୁଷ୍ଠିତ …

କୋଶଳ ଆବାସିକ ବିଦ୍ୟାଳୟରେ ନୂତନ ରେଡକ୍ରସ ୟୁନିଟ୍ ଉଦ୍ଘାଟନ, ଜୁନିୟର ରେଡକ୍ରସ ର କାଉନସିଲର ସମ୍ମିଳନୀ ଅନୁଷ୍ଠିତ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୋନପୁର ସହର ନିକଟସ୍ଥ ସ୍ଥାନୀୟ କୋଶଳ ଆବାସିକ ବିଦ୍ୟାଳୟର ପରିସରରେ ଏକ ରେଡକ୍ରସ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୟୁନିଟ୍ ଗଠନ କରାଯାଇଥିଲା । ଏହି ଉତ୍ସବରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି…