ସିଏଏର ସମର୍ଥନରେ ନାଗରିକ ମଂଚର ବିରାଟ ରାଲି । 

ବଡ଼ବିଲ (ଶାସକ ପ୍ରଶାସକ) :ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଶୁକ୍ରବାର ସିପିଆଇ ପକ୍ଷରୁ ବଡ଼ବିଲରେ ଏକ ବିରୋଧ ରାଲି କରାଯାଇଥିବା ବେଳେ, ଆଜି ସିଏଏ ସମର୍ଥନରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଡ଼ବିଲ ନାଗରିକ ମଂଚ ପକ୍ଷରୁ ଆୟୋଜିତ ଏହି ରାଲିରେ ବହୁ ସଂଖ୍ୟାରେ ମହିଳା ଓ…

ରାଜବୋଡାସମ୍ବର ହାଇସ୍କୁଲର ବାର୍ଷିକ କ୍ରୀଡା

ପଦ୍ମପୁର(Shasak Prashasak) ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା  ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଦ୍ୟାଳୟର କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ  । ସର୍ବମୋଟ ୧୭ଟି…

  ୧୦  ଏଚପି  ମୋଟର ଚୋରୀ ଅଭିଯୋଗରେ ୨ ଗିରଫ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଆମ୍ବରାପୁର ପାଣିପଂଚାୟତ ଦ୍ୱାରା ପରିଚାଳିତ ଜଳ ସେଚନ ପାଇଁ ଉଦିଷ୍ଟ ୧୦ ଏଚ୍ପିର ଏକ ବିଦ୍ୟୁତ୍ ଚାଳିତ ପାଣିପମ୍ପ ଚୋରି ହୋଇଥରବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଷୋମବାର  ଓଡ଼ଗାଁ ପୋଲିସ ଉକ୍ତ ପାଣି ପମ୍ପକୁ ଜବତ କରିବା ସହିତ ୨ଜଣ ଅଭିଯୁକ୍ତଙ୍କୁ…

୨୬ତମ ରଘୁନାଥ କ୍ରିକେଟ ଟ୍ରଫି ୨୦୧୯/୨୦ ଦିନ ମ୍ୟାଚ : ଏମ୍ଏସ୍ସି କେସ୍ତପଡ଼ାକୁ ହରାଇ ୮୫ରନରେ  ରାଏ ଓଡ଼ଗାଁ ବିଜୟୀ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ  ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ର ୨ୟ ଦିନର ମ୍ୟାଚ୍ ଏମଏସସି କେସ୍ତପଡ଼ା ଓ ରାଏ ଓଡ଼ଗାଁ ମଧ୍ୟରେ  ଅନୁଷ୍ଠିତ  ହୋଇଥିଲା । ଟସ୍ ଜିତି ରାଏ ଓଡ଼ଗାଁ ପ୍ରଥମେ…

ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଜାତୀୟ ଛତୁ ଦିବସ ପାଳନ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଓଡ଼ଗାଁ ଖେଳପଡ଼ିଆସାହି ଠାରେ ନୟାଗଡ଼ ଜିଲ୍ଲା ସ୍ତରୀୟ ଜାତୀୟ ଛତୁ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ  ବୈଜ୍ଞାନିକ ଅନିଲ କୁମାର ସ୍ୱାଇଁ, କେବିକେ ନୟାଗଡ଼, ଡିପିଏମ୍ ଓଏଲଏମ୍ ସଞ୍ଜୟ କୁମାର ମହାପାତ୍ର, ନୟାଗଡ଼,…

ମାଟ୍ରିକ ପରୀକ୍ଷା ଫେବୃୟାରୀ ୧୯ରୁ

ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷା-୨୦୨୦  ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ | ଏହା ମାର୍ଚ ୨ ପର୍ଯ୍ୟନ୍ତ ଚାଲିବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି |  ଧାର୍ଯ୍ୟ ପରୀକ୍ଷା ଶୁଚି ସମ୍ପର୍କରେ ବୋର୍ଡ ତରଫରୁ…

ଉତ୍କଳ   ଆଲୁମିନାରେ ସୁରକ୍ଷା ମକ୍ ଡ୍ରିଲ ଅନୁଷ୍ଠିତ 

ଭୁବନେଶ୍ୱର: ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ (ଡିସିଜି)ର ନିଷ୍ପତିକୁ ପାଳନ କରି ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ)ର ଆଲୁମିନା ରିଫାଇନାରି କାରଖାନାରେ ଆଜି ଏକ ସମ୍ପୂର୍ଣ୍ଣ ସୁରକ୍ଷା ମକ୍ ଡ୍ରିଲ  (ସୁରକ୍ଷା ଅଭ୍ୟାସ) ଅନୁଷ୍ଠିତ …

ଏକାଗ୍ର ନିଷ୍ଠାର ଅନ୍ୟ ନା ବି ଦେବାଶିଷ 

୧୭ ବର୍ଷ ରୁ କମ୍ ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ,ରେଢାଖୋଲରୁ ଦେବାଶିଷ ମନୋନିତ  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଓଡ଼ିଶା କ୍ରିକେଟକୁ ମିଳିବାକୁ ଯାଉଛି ଆଉ ଜଣେ ପ୍ରତିଭାବାନ ଖେଳାଳି । ଆଗାମୀ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେଉଥିବା ୧୭ ବର୍ଷରୁ କମ୍ କ୍ରିକେଟ…

ଜଙ୍ଗଲରୁ ମହିଳାଙ୍କର କ୍ଷତ ବିକ୍ଷତ ଶବ ଉଦ୍ଧାର 

ବରଗଡ  :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଝାରବନ୍ଧ ପଂଚାୟତ ଟେମରିମାଲ ଗ୍ରାମର ଜଙ୍ଗଲ ଭିତରେ ଜଣେ 23 ବର୍ଷୀୟା ଅବିବାହିତା ମହିଳାର କ୍ଷତ ବିକ୍ଷତ ଶବ ଆଜି ଦେଖିବା ପରେ ଲୋକମାନେ ପାଇକମାଲ ଥାନାକୁ ଖବର ଦେଇଥିଲେ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଖବର ପାଇବା ପରେ…