ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରାୟଗଡ ଜିଲ୍ଲାର ସଫଳତା 

 ସ୍ମରଣିକା, ଉମାଶଙ୍କର ଓ ଜ୍ଞାନରଞ୍ଜନ ଆଣିଲେ ଗୌରବ  Smaranika Tul ରାୟଗଡା (ସରୋଜ ସାହୁ)  ଲୋକସେବା ଆୟୋଗ ଓଡିଶାଙ୍କ ଦ୍ୱାରା ପରିଚାଳିତ  ଓଡିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୮ରେ ରାୟଗଡ ଝିଅ ସୁଶ୍ରୀ ସ୍ମରଣିକା ତୁଳ କୃତକାର୍ଯ୍ୟ ହୋଇ ଦଶମ ସ୍ଥାନରେ ରହିଛନ୍ତି । ସ୍ମରଣିକା…

ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଚାନକ ପହଂଚିଲେ ଜିଲ୍ଲାପାଳ 

 ମହିଳା ଏବଂ ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାଉଂଟର ଖୋଲିବା ପାଇଁ ନିର୍ଦେଶ ରାୟଗଡା(ସରୋଜ ସାହୁ)  ରାୟଗଡା ଜିଲ୍ଲାପାଳ ଅଚାନକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଧାଡି ବାନ୍ଧି ଠିଆ ହୋଇଥିବା…

ଚେକ ଜାଲିଆତି କରି ୬.୮୨ ଲକ୍ଷ ଠକେଇ  ମାମଲା : ମାଷ୍ଟର ମାଇଣ୍ଡ ସେଇ ବ୍ୟାଙ୍କର କମ୍ପ୍ୟୁଟର ଅପରେଟର 

ବରଗଡ (ଶାସକ ପ୍ରଶାସକ):- ବରଗଡ ଜିଲା ଭଟ୍‌ଲିସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ମହିଳା ଉପଭୋକ୍ତା  ଅପରାଜିତା ମିଶ୍ରଙ୍କର  ଆକାଉଣ୍ଟରୁ ଜାଲ ଚେକ୍‌ରେ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲାର ଆଜି ବରଗଡ଼  ପୋଲିସ ଖୁଲାସା କରିଛି । ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉକ୍ତ…

କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ   : ବିଜେପି

ଭୁବନେଶ୍ୱର(ଶାସକ ପ୍ରଶାସକ): ଆସନ୍ତା କାଲି କଂଗ୍ରେସ ଓ କମୁ୍ୟନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି | ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି । ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନ ମାନେ ବିରୋଧ…

ପୁରା ସିଷ୍ଟମ ନିଶାରେ ନା କଣ !!

ଭୁବନେଶ୍ୱର : ୮ ତାରିଖରେ ବନ୍ଦ ଡାକରା ଦିଆ ଯାଇଛି | ସରକାର ସବୁକୁ ନଜରରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ନ ଘଟେ, ତେଣୁ ସତର୍କତା ମୂଳକ  ପଦକ୍ଷେପ ଭାବେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରି | ଅତି ଉତ୍ତମ ନିଷ୍ପତ୍ତି |…

ବୀରମହାରାଜପୁର ଗାଡିଚାଲକ ସଂଘ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ।

ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ଗାଡିଚାଲକ ସଂଘ ପକ୍ଷରୁ ଆଜି ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୀରମହାରାଜପୁର ଉପଜିଲ୍ଲାପାଳ କାଯ୍ୟାଲୟ ଠାରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରି ବସଷ୍ଟାଣ୍ଡ ଠାରେ ପହଞ୍ଚି…

ବଜରଙ୍ଗ କ୍ଲବର  ୨୧ତମ ବାର୍ଷିକୋତ୍ସବ ପାଳିତ 

ଢେଙ୍କାନାଳ(ଶାସକ ପ୍ରଶାସକ)-  ବଜରଙ୍ଗ କ୍ଲବ  ତରଫରୁ ପଂଚାୟତ  ହାଇସ୍କୁଲ୍ ପରିସରରେ ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବଜରଙ୍ଗ କ୍ଲବ୍ ଦ୍ୱାରା ଅନୁଷ୍ଠିତ  ହୋଇଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ  ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ…

“ଶିକ୍ଷା ମଣିଷ ଜୀବନର ମାର୍ଗ ଦର୍ଶନ କରିଥାଏ “

କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବିଶ୍ୱ ବରେଣ୍ୟ ସନ୍ଥ କବି ଭୀମ ଭୋଇ ଙ୍କ ସ୍ରୁତି ପୀଠ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ…

ପାତାଳୀ ଶ୍ରୀକ୍ଷେତ୍ରରେ ସଫେଇ କାର୍ଯ୍ୟକ୍ରମ  ଅନୁଷ୍ଠିତ 

ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଠାରେ ଥିବା ପାତାଳୀ କ୍ଷେତ୍ରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ସିନ୍ଦ୍ରିଆବାହାଲ ଏମ୍ଇ ସ୍କୁଲ ପୁରାତନ ଛାତ୍ର ରିଲୁ ପୁରୋହିତ, କାଳିଆ ବେହେରା, କିଶୋର ବଘାର, ସଂଜୀବ…

ନିସ୍ୱାର୍ଥପର ସମଷ୍ଟିିଗତ ଜୀବନ ଜିଇଁଲେ ଜରା ଏବଂ ବାର୍ଦ୍ଧକ୍ୟ ଛୁଇଁ ପାରିବ ନାହିଁ : ଅରୁଣ 

ଓଡ଼ଗାଁ ଏନଏସି ବରିଷ୍ଠ  ନାଗରିକ ବୈଠକ ଓଡଗାଁ, (ଶ୍ରୀକାନ୍ତ ମିଶ୍ର)  ବ୍ୟକ୍ତି କୈନ୍ଦ୍ରିକ ସମାଜର ଗତି ସର୍ବଦା ପଛକୁ ହୋଇଥାଏ । ଆତ୍ମ କୈନ୍ଦ୍ରିକ ଜୀବନଧାରା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ । ହେଲେ ନିସ୍ୱାର୍ଥପର ସମଷ୍ଟିିଗତ ଜୀବନ ଜିଇଁଲେ ଜରା ଏବଂ ବାର୍ଦ୍ଧକ୍ୟ ଛୁଇଁ ପାରିବ ନାହିଁ…