ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୨, ସାବଧାନ୍ ! ମାନେଶ୍ଵର ବ୍ଲକ ଛୁଁଇଲା କରୋନା !
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ଆଜି ମାନେଶ୍ଵର ବ୍ଲକରେ ପାଦ ଦେଇଛି କରୋନା l ଆଜି ସମ୍ବଲପୁର ଜ଼ିଲ୍ଲାରୁ କରୋନା ପଜିଟିଭ ଚି଼ହ୍ନଟ ବ୍ୟକ୍ତି ଜଣକ ମାନେଶ୍ଵର ବ୍ଲକର ବୋଲି ଜଣାଯାଇଛି l ତେବେ କରୋନା ପଜିଟିଭ ଚି଼ହ୍ନଟ ଏହି ଯୁବକ ଜଣଙ୍କ ବୟସ ୨୦ ଓ ବ୍ଲକର ବତେମୁରା ସ୍ଥିତ ସରକାରୀ…