ମାଲକାନଗିରି ମହାବିଦ୍ୟାଳୟ ବଦଳାଇବା ପ୍ରତିଶ୍ରୁତି ଓ ସାମୁଦାୟିକ ସହଭାଗିତା କାର୍ଯ୍ୟକ୍ରମ ଉଦଘାଟନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ସମୃଦ୍ଧ ଟିଚିଂ ଲର୍ଣ୍ଣିଂ ପରିବେଶ ଅଥବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବଦଳାଇବା ପ୍ରତିଶ୍ରୁତି ଓ ସାମୁଦାୟିକ ସହଭାଗିତା କାର୍ଯ୍ୟକ୍ରମ ମାଲକାନଗିରି…