ମହିଳା ଆଇନ ସଂରକ୍ଷଣ ବିଲ୍ ପାରିତ ପାଇଁ ଜିଲ୍ଳା କଂଗ୍ରେସର ମଶାଲ ଶୋଭାଯାତ୍ରା
ନବରଙ୍ଗପୁର, 16/05/2026,ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହିଳା ଆଇନ ସଂରକ୍ଷଣ ବିଲ୍ ପାରିତ ପାଇଁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସଦାଶିବ ପାର୍କ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ…