ଏମକେସିଜି ପରେ ଆଇଜିଏଚ ରାଉରକେଲାରେ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି 

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆରଏମଆରସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍ ଯନ୍ତ୍ର ଆସିବା ଫଳରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛିା ଏମକେସିଜି  ମେଡିକାଲ୍ କଲେଜ୍ (ବ୍ରହ୍ମପୁର) ଓ ଆଇଜିଏଚ୍ (ରାଉରକେଲା) ମଧ୍ୟ କୋଭିଡ୍-୧୯ ପରୀକ୍ଷଣ କରିବୋ…

ବିଜୁ ଯୁବଛାତ୍ର ଜନତାଦଳ ତରଫରୁ ବିଭିନ୍ନ ୱାର୍ଡରେ ଅସହାୟ ଗରିବଙ୍କୁ ଚାଉଳ ଓ ରାସନ ସାମଗ୍ରୀ ବଣ୍ଟନ

ସୁନ୍ଦରଗଡ଼(Horachand Deuria):- କରୋଣା ସଂକ୍ରମଣ ଭୁତାଣୁ ପାଇଁ ସାରା ରାଜ୍ୟରେ ଲକଡାଉନ ଚାଲିଥିବାବେଳେ ଗରିବ ଲୋକଙ୍କ ପାଖରେ ଖାଦ୍ୟର ଅଭାବଜନିତ ସମସ୍ୟା ଦେଖାଦେଇଛି । ଏହି ସମସ୍ୟାକୁ ଦୂର କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ ବିଜୁ ଯୁବ-ଛାତ୍ରଜନତା ଦଳ ପକ୍ଷରୁ…

ସହାୟତା ପାଇଁ ଆଗେଇ ଆସିବାକୁ ଶିକ୍ଷକ ସମାଜକୁ ନିବେଦନ କଲେ ଶିକ୍ଷକ ନେତା 

ସୁନ୍ଦରଗଡ଼: - ମାନବ ସମାଜର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସହାୟତା ପାଇଁ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଗୁରୁଣ୍ଡିଆ ବ୍ଲକର ଶିକ୍ଷକ ନେତା ଧୀରେନ କୁମାର ସାହୁ | ଆଜି ଶିକ୍ଷକ ନେତା ଶ୍ରୀଯୁକ୍ତ ସାହୁ ନିଜେ ପ୍ରଧାନମନ୍ତ୍ରୀଙ୍କ ଯତ୍ନ…

ଗୁମ୍ମା ଗ୍ରାମରେ ଜୀବାଣୁ ମୁକ୍ତ ବିଶୋଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଲକ-ଡାଉନ୍ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।  ଏହି ପରିପ୍ରେକ୍ଷୀରେ  ବ୍ଲକ କାର୍ଯ୍ୟାଳୟ ପରିସରରେ…

 ପାରଳା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ମାସ୍କ ବଣ୍ଟନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ

http://www.youtube.com/watch?v=a7v3XmHoFTc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ,ଜୟ ଅଫ୍ ଗିଭିଙ୍ଗ ସେବା ସଂସ୍ଥା  ଓ ଅନ୍ୟ ସାଥି ମାନଙ୍କ ସହଯୋଗ ରେ ପାରଳାଖେମୁଣ୍ଡି ପୌରପାଳିକା ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଏହି…

“କରୋନା ମୁକାବିଲା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଦିଅ”

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ନୂଆଦିଲ୍ଲୀ :  କୋଭିଡ-19 ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଘଟଣା ନଜରକୁ ଆସିବା ପରେ ସେମାନଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ…

ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା :  ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ  ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ ହନୁମାନ ଓ ଯୁବରାଜ…

  କରୋନା  ଯୋଗୁଁ କାଜୁ ଚାଷ ପ୍ରଭାବିତ :  କ୍ଷତିପୁରଣ ଦାବିକଲେ ନିଲାମଧାରୀ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକକାଉନ ଘୋଷଣା ପ୍ରଭାବ ସିଧା ସଳଖ କାଜୁ ଚାଷିଙ୍କ ଉପରେ ପଡିଛି । ପ୍ରଭାବିତ ନିଲାମ ଧାରୀ କାଜୁ ଚାଷୀ ଏ ନେଇ  ଓଡ଼ିଶା…