୪୫ ଦିନ ପରେ ବି ମିଳିନାହିଁ ପୀଡ଼ିତାଙ୍କୁ ନ୍ୟାୟ ।
ନ୍ୟାୟ ପାଇବା ଆଶାରେ ଥାନା ରୁ ସାଇବର୍ ସାଇବର୍ ରୁ ଏସ୍ ପି ପୁଣି ଥାନାର ଚକର କାଟୁଛନ୍ତି ପିଡିତା, ଏବେ ଆତ୍ମହତ୍ୟା ମୁହାଁ।।
ସରକାର ଙ୍କ କଥା ମାନୁନାହାନ୍ତି କିଛି ଅଫିସର, ଵଦନାମ ହେଉଛନ୍ତି ସରକାର।
ମୟୁରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା…