ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ୧୦ ନମ୍ବରର ରାଜ୍ୟ ରାଜପଥକ (ବିଜୁ ଏକ୍ସପ୍ରେସ ୱେ) ଶାସନ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବ ଡିଭାଇଡରରେ ପଡି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ହେଲ୍ଟେଡ ମେଡ ପିନ୍ଧି ଥିଲେ ମଧ୍ୟ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ…