ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ : ଜିଲ୍ଲାପାଳ 

ଆଉ ନୂଆ ୩ କରୋନା ରୋଗୀ ବାହାରିବା ପରେ ପ୍ରଶାସନ ତତ୍ପର   ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ  ) :  ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା…

ନୂଆପଡା ପୁଲିସ ଓ ପ୍ରେସ ପକ୍ଷରୁ ମେଗା ରକ୍ତଦାନ ଶିବିର

ନୂଆପଡା/ ଅମିତ ପୁରୋହିତ: କୋରୋନା ମୁକାବିଲା କରିବା ପାଇଁ ସମାଜର ସବୁସ୍ତରରୁ ଉଦ୍ୟମ ଜାରି ରହିଛି । ଏପରି ଏକ ସଂକଟମୟ ପରିସ୍ଥିତିରେ ନୂଆପଡା ଜିଲାରେ ଯେପରି  ରକ୍ତର  ଅଭାବ ନରହେ ସେଥିପ୍ରତି ମଧ୍ୟ ଅନେକ  ଅନୁଷ୍ଠାନ   କାର୍ଯ୍ୟକରୁଛନ୍ତି । ସ୍ୱେଚ୍ଛାକୃତ ଭାବରେ ଆସୁଥିବା ରକ୍ତର ପରିମାଣ…

କୋରୋନା ମୁକାବିଲା,ନୂଆପଡା ଜିଲ୍ଲା ପାଇଁ ସାଜିବ କି ବୁମେରାଂ

ନୂଆପଡା,(ଅମିତ ପୁରୋହିତ) : କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମାବଳି ଅନୁଯାୟୀ ଦେଶକୁ  ରେଡ ଅରେଞ୍ଜ ଓ ଗ୍ରୀନ ଏପରି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେଉଁସ୍ଥାନ ମାନଙ୍କରେ ଜଣେ ବି କରୋନା ରୋଗୀ ଚିହ୍ନଟ…

ଚମକୁଛନ୍ତି ଏସଏଚଜି ମହିଳା : ମାସ୍କ ପ୍ରସ୍ତୁତ କରି ଜିଲା ପ୍ରଶାସନ ପ୍ରତି ବଢାଇଛନ୍ତି ସହାୟତାର ହାତ 

ନୂଆପଡା,(ଅମିତ ପୁରୋହିତ ): ସମଗ୍ର ଦେଶରେ କରୋନା ମୁକାବିଲା କ୍ଷେତ୍ରରେ ଆଗୁଆା ରାଜ୍ୟ ଭାବରେ ପରିଗଣିତ ଆମରାଜ୍ୟ ଓଡିଶା ନିଜର ଏକ  ସ୍ୱତନ୍ତ୍ର ଭାବମୁର୍ତ୍ତି ସୃଷ୍ଟି କରିପାରିଛି ।  କରୋନା ମୁକାବିଲା ପାଇଁ ନୂତନ ପଦକ୍ଷେପ ମାନଗ୍ରହଣ କରି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ଓଡିଶା…

 ତମ୍ବାଖୁ ସିଗାରେଟ ଡ଼ିଲର ଏବଂ ମଦ ବ୍ୟବସାୟୀ କୋଟିପତି :  ଭିତିରିଆ ଚାଲିଛି ବେପାର, ପ୍ରଶାସନ ଅଜଣା ନା ଜାଣି ସିହାଣା 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମ୍ପୂର୍ଣ୍ଣ ଦେଶବାସୀ ଲକ୍‌ଡ଼ାଉନ୍ ଅବସ୍ଥାରେ | କରୋନା  ସଂକ୍ରମଣ ମୁକାବିଳା ପରିସ୍ଥିତିରେ ପୌରପାଳିକା ଏବଂ ଗ୍ରାମ…

ପଦ୍ମପୁର ପୋଲିସ ପକ୍ଷରୁ ପଣ୍ଡରିପାଣି ଗ୍ରାମରେ ମାକ୍ସ ଓ ସାବୁନ ବଣ୍ଟନ ସହ ସଚେତନ କାର୍ଯ୍ୟକ୍ରମ ।

ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ସହ ସାରା ଭାରତ ଲଢେଇ କରୁଛି । ସରକାର ଲୋକଙ୍କୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସଚେତନ କରାଉଛନ୍ତି । ହାତକୁ ସାବୁନ କିମ୍ବା ହେଣ୍ଡଓ୍ବାସରେ ଧୋଇବା ତଥା ଯଦି ଆବଶ୍ୟକ କାମରେ ବାହାରକୁ ଗଲେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା । କାରଣ…

ଓଡିଆ ସମାଜର ୩୦୦ରୁ ଉର୍ଧ୍ଵ ପ୍ରତିନିଧି ମାନଙ୍କ ଭିଡିଓ କନଫରେନ୍ସିଂରେ କଥା ହେଲେ କେନ୍ଦ୍ରମନ୍ତ୍ରୀ

ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ - ଧର୍ମେନ୍ଦ୍ର ପ୍ରଧାନ  ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରୀ  ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରିବା ଦାୟିତ୍ୱରେ ରହୁ ଓଡିଆ ସମାଜ  କରୋନା ମୁକାବିଲାରେ…

ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଅକ୍ଷୟ ତୃତୀୟା : ଲାଗି ହେଲା ପଖାଳ ଭୋଗ 

ବରଗଡ :-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ସୁପ୍ରସିଦ୍ଧ ମନ୍ଦିର । ବର୍ଷ ତମାମ ଏହି ପବିତ୍ର ତୀର୍ଥକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯଟକ ମାନଙ୍କର ପ୍ରବଳ…

ମନର କଥା କହିଲେ ପ୍ରଧାନମନ୍ତ୍ରୀ :  ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି

• କରୋନା ବିରୋଧରେ ଭାରତର ଲଢ଼େଇ ଜନସାଧାରଣଙ୍କ ଦ୍ଵାରା ପରିଚାଳିତ – ପ୍ରଧାନମନ୍ତ୍ରୀ   • ସାର୍ବଜନୀନ ସ୍ଥାନରେ ଛେପ ପକାଇବା ବଦଭ୍ୟାସକୁ ତ୍ୟାଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ New Delhi (SPB): "କରୋନା ବିରୋଧରେ ଭାରତର ଲଢେଇ ଜନସାଧାରଣଙ୍କ ଦ୍ଵାରା ପରିଚାଳିତ ଏବଂ  ସରକାର ଓ…

ସର୍ଭର ଶ୍ଲୋ : ପଂଜୀକରଣ ବାଧାପ୍ରାପ୍ତ

ଓଡ଼ଗାଁ, କୁରାଳ,(ଶ୍ରୀକାନ୍ତ ମିଶ୍ର) : ସରକାରଙ୍କ ନିଷ୍ପତି ଅନୁସାରେ ବାହାରେ ଫସିରହିଥିବା ଓଡ଼ିଆ ମାନଙ୍କ ଫେରିବା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଓଡ଼ଗାଁ ବ୍ଲକର ବିଭିନ୍ନ ପଂଚାୟତରେ ବହୁ ସଂଖ୍ୟାରେ ଆବେଦନ ପତ୍ର …