ଅଯୋଧ୍ୟାରେ ହେବ ଭୂମିପୂଜନ : ଖୁସିର ଦୀପାବଳି ପାଳନ କରିବାକୁ ଭିଏଚପି ନେତୃବୃନ୍ଦଙ୍କ ଅନୁରୋଧ 

ସୁନ୍ଦରଗଡ଼ - ଆଜି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ | ତେଣୁ ଏହି ଐତିହାସିକ କ୍ଷଣକୁ ଭବ୍ୟ ଉତ୍ସବ ଭାବରେ ପାଳନ କରିବା ତଥା ଖୁସିର ଦିପାବଳୀ ରୂପେ ପାଳନ କରିବା ପାଇଁ…

“ଶିକ୍ଷାଗତ ଯୋଗ୍ୟତା ନଥାଇ ଅଫିସରେ ହୋଇଛନ୍ତି ଥଇଥାନ ” !!!

ଅତିଶୀଘ୍ର ବଦଳି ପାଇଁ ଏସପିଙ୍କ ନିକଟରେ ଦାବୀ  କିଏ ଦେଉଛି ବର୍ଷବର୍ଷ ଧରି ପ୍ରୋତ୍ସାହନ ତାହାକୁ ନେଇ ଉଠୁଛି ସାଧାରଣରେ ଅନେକ ପ୍ରଶ୍ନବାଚୀ  ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନକୁ ମାଡି ବସିଥିବା ତଥା ବିନା ଶିକ୍ଷାଗତ ଯୋଗ୍ୟତାରେ ଅଫିସରେ ଥଇଥାନ ହୋଇଥିବା…

ରାଖୀ ପରଦିନ ଭଉଣୀମାନଙ୍କ ପାଇଁ ବଡ ଉପହାର ଆଣିଦେଲା ନବଲଙ୍କ ସଫଳତା

 ବାପାମାଙ୍କ ପାଇଁ ଖୁସି ଆଉ ଅଞ୍ଚଳବାସୀଙ୍କ ପାଇଁ ଗୌରବ  ବଲାଙ୍ଗୀର/ କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଡଲୁରାମ ଜୈନଙ୍କ ପୁଅ ନବଲ କୁମାର ଜୈନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୨୫ ର‍୍ୟାଙ୍କ ରଖି ସଫଳତାର ସହ ଉତ୍ତୀର୍ଣ ହୋଇଛନ୍ତି । ଏହି ଖବର ପ୍ରସାରଣ ପରେ…

ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପ୍ରାପ୍ୟ ପ୍ରଦାନରେ ସାମାନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ – …

ଭୁବନେଶ୍ବର,: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ  ନିର୍ଦ୍ଦେଶ ଦେଇଛନ୍ତି।…

“ଆସନ୍ତାକାଲି ସଂଧ୍ୟା ୬ଟାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା”

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ ଭୁବନେଶ୍ୱର (ଶାସକ ପ୍ରଶାସକ) କିଛି ଦିନ ତଳେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଲେ କୋଭିଡି ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ପୁଣି ଆସନ୍ତା କାଲି  ନିରବ ପ୍ରାଥନା କରିବା ସହ ଏକ ଶପଥ ପାଠ ନେବା ପାଇଁ ଅନୁରୋଧ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ 

ଭୁବନେଶ୍ୱର : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା କରୋନା ଆକ୍ରାନ୍ତ ହେବ ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ ହୋଇଛନ୍ତି | ଏ ବିଷୟ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ଟୁଇଟ କରି ଉଲ୍ଲେଖ କରିଛନ୍ତି | ସେ  ତାଙ୍କ ଟୁଇଟରେ…

ସରକାରୀ ଡାକ୍ତଖାନା ର ରକ୍ତ ଭଣ୍ଡାର ରେ ସକ୍ରିୟ ଦଲାଲ୍ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲା ଟିଟିଲାଗଡ ବିକାଶ…

ଟିଟିଲାଗଡ (ଗୌରବ ଦରଜୀ)- କରୋନା ମହାମାରୀ ସମୟରେ ଉନ୍ନତମାନର ଚିକିତ୍ସା ପାଇଁ ରୋଗୀ ବାହାରକୁ ଯାଇପାରୁନାହାନ୍ତି । ଭାଗ୍ୟକୁ ଆଶ୍ରା କରି ସମସ୍ତେ ଚିକିତ୍ସା ପାଇଁ ସହରର ଏକମାତ୍ର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଅନ୍ୟପଟେ ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଭୁଷୁଡି…

ରେଙ୍ଗାଲି ବ୍ଲକ  : ନୋ ପିସି ନୋ ୱାର୍କ !

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଲାଣି। ଏଠାରେ ବିନା ପିସିରେ କୌଣସି କାମ ହୋଉନାହିଁ। ଏକଥା ଆମେ କହୁ ନାହୁଁ ଏଠାକାର ଲୋକ ପ୍ରତିନିଧି ତଥା ସାଂସଦ ପ୍ରତିନିଧି କହୁଛନ୍ତି।  ଭିଓ-୧- ଏକଦା ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ…

ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ଓ ବିଧାୟକ

ବରଗଡ :- ବିଶ୍ୱ ମହାମାରୀ କୋରୋନା କବଳରୁ ସଂକ୍ରମିତ ବ୍ୟକ୍ତି ମାନଙ୍କର ଜୀବନ ରକ୍ଷା ପାଇଁ  ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ , ଜିଲ୍ଲା…

ୟୁପିଏସସି ପରୀକ୍ଷାରେ  ଦଶମ ସ୍ଥାନରେ ଓଡ଼ିଆ ଝିଅ ସଞ୍ଜିତା 

ନୂଆଦିଲ୍ଲୀ:   ୟୁପିଏସସି  ସିଭିଲ ସର୍ଭିସେସ୍ ୨୦୧୯ ଚୂଡାନ୍ତ  ଫଳାଫଳ upsc.gov.in ରେ ଘୋଷିତ | ଦଶମ ସ୍ଥାନରେ ରହିଛନ୍ତି ଓଡ଼ିଆ ଝିଅ ସଞ୍ଜିତା | ଭୁବନେଶ୍ୱରର ସଞ୍ଜିତା ମହାପାତ୍ର ଓଏଏସ ପରୀକ୍ଷାରେ ସମଗ୍ର ରାଜ୍ୟରେ  ଦ୍ୱିତୀୟ ସ୍ଥାନ ଅଧିକାର  କରିଥିଲେ | ପୂର୍ବରୁ  ରାଉରକେଲାସ୍ଥିତ…