ଏବେ ଏକ ନମ୍ବରରେ ଗଂଜାମ : ପୁଣି ୨୪ ପଜିଟିଭ ଚିହ୍ନଟ
ଭୁବନେଶ୍ୱର( ଶାସକ ପ୍ରଶାସକ) ଆଉ ୨୫ ଆକ୍ରାନ୍ତ ଚିହ୍ନଟ.। ଚତୁର୍ଥ ଅପଡେଟରେ ଗଞ୍ଜାମରୁ ୨୪ ଜଣ ସୁରାଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଲେ ତୃତୀୟ ଅପଡେଟରେ ଭଦ୍ରକରୁ ଜଣେ ସୁରାଟ ଫେରନ୍ତା ଚିହ୍ନଟ ହୋଇଥିଲେ | ଭଦ୍ରକର ସୁରାଟ ଫେରନ୍ତାଙ୍କ ବୟସ ବୟସ ୩୩ ବର୍ଷ | ତେବେ ଗଂଜାମ…