ରେଢାଖୋଲ ଉପଖଣ୍ଡ ବାସୀଙ୍କ ମନରେ ଖୁସିର ଲହରୀ 

 ଫେରିଥିବା ସମସ୍ତ ପ୍ରବାସୀଙ୍କ ସ୍ୱାବ୍ ଟେଷ୍ଟ  ବାହାରିଲା ନେଗେଟିଭ ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡକୁ ଫେରିଥିବା ପ୍ରବାସୀ ମାନଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ ବାହାରିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ରେଢାଖୋଲ…

ଲକଡାଉନ ସମୟରେ ବେସାହାରା ଶ୍ରମିକ ପାଇଁ ବରଦାନ ସାଜିଛି ଏମଜିନରେଗା 

• ସାରା ଦେଶରେ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି, ରାଜ୍ୟଗୁଡ଼ିକୁ ୨୧,୦୩୨  କୋଟି ଟଙ୍କାର ପାଣ୍ଠି ଯୋଗାଣ • ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲାର ଜବକାର୍ଡଧାରୀ ଶ୍ରମିକ ନୂଆଦିଲ୍ଲୀ/ଶାସକ ପ୍ରଶାସକ : କରୋନା ଭୂତାଣୁ ସଂକ୍ରମଣ କାରଣରୁ ସାରା ଦେଶରେ…

କୋଭିଡ଼ ମୁକାବିଲା : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସିଏମଆରଏଫକୁ  ୪,୧୬,୧୮୫ ଟଙ୍କା 

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକଶିକ୍ଷା ପରିଷଦ ପକ୍ଷରୁ ୪ ଲକ୍ଷ ୧୬ ହଜାର ୧୮୫ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସି.ଏମ୍.ଆର.ଏଫ୍ (CMRF)କୁ ପ୍ରଦାନ କରାଯାଇଛି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା…

ମଧୁଆପ୍ ଓ ଏଡୁସାଟରେ ସରକାର ପଢ଼ାଇବେ ପାଠ

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ୍ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର Whatsapp ଓ D.D ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ…

ଦ୍ଵାଦଶାହ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୈନିକ ଖବରକାଗଜ ଧରିତ୍ରୀର ଗଜପତି ଜିଲ୍ଲା ପ୍ରତିନିଧି ରଶ୍ମିରଞ୍ଜନ ମିଶ୍ରଙ୍କ ମାତା ସରସ୍ୱତୀ ଦେବୀଙ୍କ ୭୩ ବର୍ଷରେ ପରଲୋକ ହୋଇଯାଇଛି।  ସେ ଗତ ଏପ୍ରିଲ ମାସ ୨୭ ତାରିଖ ସୋମବାର ଦିନ ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ  ତାଙ୍କୁ ପ୍ରଥମେ…

ଅପଡେଟ : ପୁଣି ୧୭ , ଗଂଜାମରୁ କେବଳ ୧୨ 

ଭୁବନେଶ୍ୱର :   ସକାଳ ୯ ଟା ସୁଦ୍ଧା ଓଡ଼ିଶାରେ  ପୁଣି ୧୭ ପଜିଟିଭ | କରୋନାର ତତଲାଗଡ ପାଲଟିଥିବା ଗଂଜାମ ଜିଲ୍ଲାରୁ କେବଳ ୧୨ ଜଣ ସିଜିହ୍ନଟ ହୋଇ ଜିଲ୍ଲାରେ ସଂଖ୍ୟା ପହଁଚିଛି ୮୩ରେ  | ଭଦ୍ରକ ଓ  ସୁନ୍ଦରଗଡ ଜିଲ୍ଲାରୁ ଜଣାଏ ଜଣେ ଲେଖାଏ ଥିବା ବେଳେ ମୟୁରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିହ୍ନଟ…

ବଦଳିଲା ଗାଇଡଲାଇନ : ୧୪ ନୁହେଁ, ୨୮ ଦିନିଆ ହେବ କ୍ୱାରାଣ୍ଟାଇନ୍

 ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି ହେଲା ସଂଶୋଧିତ ବିଜ୍ଞପ୍ତି  କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତି ସ୍ଵେଛାକୃତ ତଥା ଶୃଙ୍ଖଳିତ ସେବା ଯୋଗାଇଲେ ପାଇପାରିବେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ପାରିତୋଷିକ  ଆଚରଣ ଶୃଙ୍ଖଳିତ ହେଲେ ୨୧ ଦିନର ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ପରେ…

ଚର୍ଚ୍ଚାରେ ବାରିପଦା ବ୍ଲକ ବିଡ଼ିଓଙ୍କ ବଦଳି ଆଦେଶ : ଏଠି ବଦଳି ହୁଏ କଣ ବାତିଲ ହେବା ପାଇଁ !!!

ମୟୂରଭଞ୍ଜକୁ ଥରେ ଆସିଲେ ଯିବା ପାଇଁ ଇଚ୍ଛା କରୁନାହାନ୍ତି ସରକାରୀ କର୍ମଚାରୀ- ରାକେଶ ସିଂ ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶଙ୍କ ବଦଳି ଆଦେଶକୁ ଚର୍ଚ୍ଚା ଜୋର ଧରିଛି । ଓଏଏସ୍ ସରୋଜ…

 କୋଭିଡ଼-୧୯ ପରୀକ୍ଷା : ୨୩୧୦ ସ୍ୱାବରୁ ୨୧୬୧  ନେଗେଟିଭ

 ୧୪୫ ରିପୋର୍ଟକୁ ଅପେକ୍ଷା ଓ ୪ ପଜିଟିଭ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ନମୁନା ପରୀକ୍ଷା ୨୩୧୦ରେ ପହଁଞ୍ଚଛି । ମେ ୮ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୨୩୧୦ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ …

କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା

 ଭୁବନେଶ୍ୱର (ଶାସକ ପ୍ରଶାସକ) :କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ସମସ୍ତ କରୋନା ଯୋଦ୍ଧା ସଫେଇ କର୍ମଚାରୀ ମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ଆଶିଷ ମିଶ୍ର ଏବଂ ଭୁବନେଶ୍ବର ଯୁବ ବିଜେଡ଼ି…