ଟିଟିଲାଗଡରେ ଓଡିଆ ପ୍ରବାସୀ ଟ୍ରେନ୍ ଗୁଜବ : ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ହେବ କାର୍ୟନୁଷ୍ଠାନ

ଟିଟିଲାଗଡ (ଗୌରବ ଦର୍ଜୀ) - ଲକ ଡାଉନ ଚାଲିଥିବାରୁ ଅନେକ ଓଡିଶା ପ୍ରବାସୀ ଅନ୍ୟ ରାଜ୍ୟରେ ରହିଛନ୍ତି।  ସେହି ଲୋକଙ୍କୁ ନିଜ ଗ୍ରାମକୁ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।  10 ଏବଂ 11 ମଇ ଦିନ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡରୁ ଦୁଇଟି…

ଲଢ଼ିବାକୁ ହେବ ଲମ୍ବା ଲଢେଇ : ନବୀନ 

ଭୁବନେଶ୍ୱର:  କରୋନା ଏହା ଏକ ଲମ୍ବା ଯୁଦ୍ଧ। ଆମକୁ ଲଢ଼ିବାକୁ ହେବ | କୋଭିଡ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରଛନ୍ତି |   …

ଗୋଟିଏ ଭୁତାଣୁ ସମଗ୍ର ବିଶ୍ୱକୁ ବିଧ୍ୱସ୍ତ କରିଦେଇଛି : ପ୍ରଧାନମନ୍ତ୍ରୀ 

 ପ୍ରଧାନମନ୍ତ୍ରୀ ଘୋଷଣା କଲେ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ  ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ଚତୁର୍ଥ ପର୍ଯ୍ୟାୟ ଲକଡାଉନର ରୂପରେଖ ପୂର୍ବାପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହେବ ଦୀର୍ଘ ଦିନ ଧରି ରହିବ ଭୁତାଣୁ, ତେଣୁ ସତର୍କତା ପୂର୍ବକ କୋଭିଡ ସହିତ ଜୀବନ…

ସମ ହସ୍ପିଟାଲରେ ହେବକୋଭିଡ ପରୀକ୍ଷା :  ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ସମ ମନୋନୀତ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ  ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ 1000 ଶଯ୍ୟା…

ଖୁସି ଖବର ” ପୁଣି ସୁସ୍ଥ ହେଲେ ୩୧ କରୋନା ପଜିଟିଭ  

ଭୁବନେଶ୍ୱର : ଖୁସି ଖବର |  ପୁଣି ସୁସ୍ଥ ହେଲେ ୩୧ ଜଣ କରୋନା ପଜିଟିଭ | ସେମାନଙ୍କୁ ହସ୍ପିଟାଲରୁ ବି ଡିସ୍ଚାର୍ଜ କରିଦିଆଯାଇଛି | ସମସ୍ତେ ଯାଜପୁର ଜିଲ୍ଲାର | ଏହା ସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ପଜିଟିଭ ସଂଖ୍ୟା ୧୧୫ରେ ପହଂଚିଛି | 

ବିଦ୍ୟୁତ ଆଘାତରେ ଜଣେ ମୃତ ଓ ଜଣେ ଗୁରୁତର

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଣ୍ଟା ଗ୍ରାମ ପଞ୍ଚାୟତ ର ଘେସରା ଗ୍ରାମର ଦୁକାଳୁ ବରିହା ଙ୍କର ପୁଅ ବିକାଶ ବରିହା ବିଦ୍ୟୁତ ଖୁଣ୍ଟରୁ ନିଜ ଘରକୁ ଏକ ତାର ସଂଯୋଗ କରି ଟାଣୁଥିବା ସମୟରେ ଅସାବଧାନତା କାରଣରୁ ବିକାଶକୁ କରେଣ୍ଟ ମାରିଥିଲା । ବିକାଶ ସହିତ…

 ପ୍ରବୀଣ କୁମାର ହେଲେ ଆଇଜି ପର୍ଶନେଲ

ଭୁବନେଶ୍ୱର (ଶାସକ ପ୍ରଶାସକ ) ବରିଷ୍ଠ ଆଇପିଏସ ଅଫିସର ପ୍ରବୀଣ କୁମାର କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ  ଆଇଜି (ପର୍ଶନେଲ) ଭାବେ ନିଯୁକ୍ତି ମିଳିଛି | ୨୦୦୨ ବ୍ୟାଚର ଆଇପିଏସ ଅଫିସର ଶ୍ରୀ କୁମାର କେନ୍ଦ୍ରୀୟ ଡ଼େପୁସେସନରେ ଯାଇ ଏନଆଇଏରେ ନିଯୁକ୍ତ…

ବିପୁଳ ପରିମାଣର ରନ୍ଧା ମଦ ଜବତ : ମେଲଛାମୁଣ୍ଡା ପୁଲିସ ପଂଝାରେ ବେଆଇନ ମଦ ବ୍ୟବସାୟୀ

ମେଲଛାମୁଣ୍ଡା(ମନୋଜ ଭୋଇ)-ବର୍ତମାନ ସରକାର ନିଜ ରାଜ୍ୟବାସିଙ୍କୁ କରୋନା ଭୁତାଣୁରୁ ରକ୍ଷା କରିବା ପାଇଁ ଲକଡାଉନ ଘୋଷଣା ସହ ରାଜ୍ୟରେ ଦେଶି ମଦ ବିକ୍ରି ବନ୍ଦ ଘୋଷଣା କରିଛନ୍ତି । ଏହାରି ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ବିଶେଷ ଲୁଚା ଛପାରେ ବେଆଇନ ମଦ ପ୍ରସ୍ତୁତ କରି ଚଢା ଦରରେ ବିକ୍ରି…

“ଲଘୁଚାପ : କାଲି ସୁଦ୍ଧା ହେବ ଘନୀଭୂତ , ୧୬ ସୁଦ୍ଧା ନେବ ଅବପାତ ରୂପ” 

ଭୁବନେଶ୍ୱର(ଶାସକ ପ୍ରଶାସକ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ମେ ୧୬ ତାରିଖ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ…

ଭୁବନେଶ୍ୱରରେ ସୋଆର ୩ ହସ୍ପିଟାଲ୍ ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଯୋଗାଇ ଦେଉଛନ୍ତି ଉନ୍ନତମାନର ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର(ଶାସକ ପ୍ରଶାସକ) : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବେଶ…