BIG BREAKING : ଧାର୍ଯ୍ୟ ତାରିଖରେ ହବ ଜେଇଇ- ଏନଇଇଟି ପରୀକ୍ଷା : ଏନଟିଏ ଜାରିକଲା ସଦ୍ୟ ନିର୍ଦ୍ଦେଶାବଳୀ
ବଢ଼ିଲା ପରୀକ୍ଷା କେନ୍ଦ୍ର ଆଉ ସିଫ୍ଟ , କମିଲା ପରୀକ୍ଷା ଗୃହରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜେଇଇ- ଏନଇଇଟି ପରୀକ୍ଷା ସୂଚୀ ବଦଳାଇବା ପାଇଁ ଚାରିଆଡୁ ଦାବି ହେଉଥିଲେ ବି କାର୍ଯ୍ୟକ୍ରମ ରହିବ ଅପରିବର୍ତ୍ତିତ | ସର୍ବୋଚ୍ଚ ପରୀକ୍ଷଣ ସଂସ୍ଥା(ଏନଟିଏ) …