ପିଲା ଓ ଅଭିଭାବକଙ୍କ ଭିତରେ ଖୁସିର ଲହରୀ : କିସ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁସ୍ତକ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

କୁଚିଣ୍ଡା/ଜମନକିରା- ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ : ଲକଡାଉନ ଯୋଗୁଁ 'କିସ'ର ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଇପାରୁନାହାନ୍ତି। ଯାହା ଫଳରେ ତାଙ୍କ ପାଖରେ  ପାଠ ପଢ଼ିବାରେ କିଛିଟା ଅସୁବିଧା ରହୁଥିଲା। ଏହାକୁ ଦୃଷ୍ଟିରେ ରଖି କିସ ଓ କୀଟର ପ୍ରତିଷ୍ଠାତା ଡ଼ା. ଅଚ୍ୟୁତ ସାମନ୍ତ ତାଙ୍କ…

ଅବହେଳା କରୁଥିବା ଠିକାଦାର ପ୍ରତି କିଏ ଦେଖାଉଛି ଅନୁକମ୍ପା !!!!

ପାଞ୍ଚବର୍ଷ ହେଲା ସରୁନି ନିର୍ମାଣ : ଅନ୍ଧାରରେ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବରଗଡ :- ରାଜ୍ୟର ମେଧାବୀ ଗରିବ ଛାତ୍ର ମାନଙ୍କର ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ରାଜ୍ୟ ସରକାରଙ୍କର ମହତ୍ଵକାଂକ୍ଷୀ ଯୋଜନା ଆଦର୍ଶ ବିଦ୍ୟାଳୟ । ରାଜ୍ୟର ପ୍ରତ୍ୟେକ ବ୍ଲକରେ ଖୋଲା ହେବାରେ ଲାଗିଛି ଏହି…

ଭକତଙ୍କୁ କରୋନା ଦଣ୍ଡ : ସ୍ନାନ ବେଦିରେ ତିନି ଠାକୁର, ଶୂନ୍ୟ ବଡଦାଣ୍ଡ

ଭକ୍ତ ବିନା , ସ୍ନାନ କରୁଛନ୍ତି ଭକତ ରଂକୁଣା  ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) : ବିନା ଭକ୍ତରେ ସ୍ନାନ ମଣ୍ଡପରେ କାଳିଆ ଠାକୁର | ଚାଲିଛି ପବିତ୍ର ସ୍ନାନ ପ୍ରକ୍ରିୟା | ହେଲେ ସାମନାରେ ସେବାୟତଙ୍କ ଛଡା ଭକତ ରଂକୁଣା ଭାବ କାଙ୍ଗାଳ କାଳିଆ ଠାକୁର ଆଜି ସାମନାରେ ଜଣେ ବି ଶ୍ରଦ୍ଧାଳୁ ନାହାନ୍ତି…

ଆଉ ୧୩୦ ଜଣ କରୋନା ପଜିଟିଭ 

ଆଉ ଜଣକର ଜୀବନ ଗଲା, ମୃତ୍ୟୁ ସଂଖ୍ୟା ହେଲା ୮  ଭୁବନେଶ୍ୱର :  ରାଜ୍ୟରେ ଆଉ ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪ ଜଣ ଓ ବାହାରୁ ୬ ଜଣ ଚିହ୍ନଟ ହୋଇଛନ୍ତି |  ଫଳରେ ରାଜ୍ୟରେ ମୋଟ  କରୋନା ପଜିଟିଭ ସଂଖ୍ୟା ୨୬୦୮ରେ ପହଂଚିଛି | ସର୍ବାଧିକ…

ଅସହାୟ ପରିବାରକୁ ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ଓଡ଼ିଆଙ୍କ ସହାୟତା ପ୍ରଦାନ

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହରା- ବୁଗୁଡା ବ୍ଲକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମ କରୁଥିଲେ। ଲକ ଡାଉନ ଯୋଗୁଁ କାମ ବନ୍ଦ ହେବାରୁ ଗ୍ରାମକୁ ଫେରିବାକୁ ଅପେକ୍ଷାରେ ଥିବା ସମୟରେ ହଠାତ୍ ମସ୍ତିଷ୍କର ଶୀରା ଫାଟି ଯିବା ଯୋଗୁଁ ପକ୍ଷଘାତ…

ଆସାମରୁ ବିମାନ ଯୋଗେ ଫେରିଲେ ୭୦ ଶ୍ରମିକ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ…

ଏବେ ସହରୀ ଜଙ୍ଗଲକୁ ଗୁରୁତ୍ଵ ଦେଇ ପାଳିତ ହେବ ବିଶ୍ଵ ପରିବେଶ ଦିବସ

ଦେଶର ୨୦୦ ମହାନଗରୀରେ ଉଦ୍ୟାନ ଥିବା ସତ୍ଵେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନୂଆଦିଲ୍ଲୀ/ଏସପିବି : ପ୍ରତିବର୍ଷ ଜୁନ 5 ତାରିଖ ଦିନ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥାଏ । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବିଷୟବସ୍ତୁ ଅନୁସାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ…

ଓପେକ ମହାସଚିବଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ବୈଶ୍ଵିକ ଶକ୍ତି ସନ୍ତୁଳନ ହାସଲ କରିବା ଲାଗି ଦାୟିତ୍ଵବାନ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନଙ୍କ ଆହ୍ୱାନ ନୂଆଦିଲ୍ଲୀ/ଏସପିବି : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଓପେକ ମହାସଚିବ ଡଃ ମହମ୍ମଦ…

ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ 

ଭୁବନେଶ୍ୱର,(ଶାସକ ପ୍ରଶାସକ): ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ୍-୧୯ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନଯୋଜନାଗୁଡ଼ିକର ସମୀକ୍ଷା କରିଥିଲୋ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅଜିତ…