ବିମାନରେ ଫେରୁଛନ୍ତି ଅଗମ୍ୟ ଅଂଚଳରେ ଫସିଥିବା ୩୫୦ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର/ଶାସକ ପ୍ରଶାସକ : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ଏକ ଅଭିଯାନ ହାତକୁ ନେଇଛନ୍ତି | ରେଳ ଯାତାୟାତ ଅବା ସଡକ ପଥରେ ଯାତାୟାତ ସମ୍ଭବ…