କିସ ବିିଶ୍ବବିିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ୪ର୍ଥ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ଟି ସାର୍ଟ ବଣ୍ଟନ ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଆଜିି ଝାରସୁଗୁଡା ଉପକଣ୍ଠ ପୈାର ପରିିଷଦ,ଓ୍ବାଡ ନଂ ୧୪ ବଢେଇମୁଣ୍ଡା(ରଙ୍ଗିଆପଡା) ଠାରେ କିିସ୍ ବିିଶ୍ବବିିଦ୍ୟାଳୟ ତରଫରୁ ୨ୟ-ଶ୍ରେଣୀ ଠୁ-+୩ ପର୍ଯ୍ୟନ୍ତ ଲଖନପୁର ଓ ଝାରସୁଗୁଡା ବ୍ଳକର ପଢୁଥିବା ୫୪ ଛାତ୍ରଛାତ୍ରୀଙ୍କୁ ଚତୁର୍ଥ ପ୍ରଯl ୟ - ଶୁଖିଲା…