ମାଲକାନଗିରି : ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ ତିନି ଗୁରୁତର ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ବ୍ଲକ ମାର୍କାପାଲ୍ଲୀ ଗ୍ରାମପଞ୍ଚାୟତ ମାର୍କାପାଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଦୁଇ ମୃତ୍ୟୁ ତିନି ଗୁରୁତର।ଦୁର୍ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଦୁଇଟି ବାଇକ ଗୋଟିଏ ପଟୁ ଆସୁଥିବା ସମୟରେ ଅନ୍ୟପଟରୁ ଏକ ବାଇକ ଦ୍ରୁତ ଗତିରେ ଆସି…