ବେଦାନ୍ତ ଆଲୁମିନା ସ୍ମେଲଟର ପ୍ଲାଣ୍ଟର କ୍ଷମତା ବୃଦ୍ଧିକୁ ନେଇ ଜନଶୁଣାଣି ତାରିଖକୁ ଘୁଞ୍ଚାଇବାକୁ ପତ୍ର ଲେଖିଲେ…
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ବେଦାନ୍ତ ଆଲୁମିନାର ସ୍ମେଲଟର ପ୍ଲାଣ୍ଟର କ୍ଷମତା ବୃଦ୍ଧିକୁ ନେଇ ଜନଶୁଣାଣି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦେଇଥିବା ବିଜ୍ଞପ୍ତିକୁ ଭିତ୍ତି କରି ସ୍ଥାନୀୟ ପରିବେଶବିତ୍ ତଥା ଆଡଭୋକେଟ ପି.ରାମମୋହନ ରାଓ ଓଡ଼ିଶା ସରକାରଙ୍କ…