ରଜାମାଳରେ ସିଆରଆରଆଇ ଜୈବ ସାର ତାଲିମ ଶିବିର କୋଲାବିରା,
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକର ରାଜମାଲ ଗ୍ରାମରେ ସିଆରଆରଆଇ ଜୈବସାର ଉପରେ ଚାଷୀ ଉତ୍ପାଦକ କମ୍ପାନୀଗୁଡ଼ିକୁ ତାଲିମ କାର୍ଯ୍ୟକ୍ରମ ସେୱା ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ସରକାରଙ୍କ ପାଣ୍ଠିରେ "ଧାନ ଆଧାରିତ ଫସଲ…