ଢେଙ୍କିକୋଟ ଠାରେ ହିନ୍ଦୁ ସମ୍ମିଳନୀ
କେନ୍ଦୁଝର,ତା୨୫/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟ ନାରାୟଣ ଖେଳ ପଡିଆ ଠାରେ ଢେଙ୍କିକୋଟ ମଣ୍ଡଳ ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଢେଙ୍କିକୋଟ ମା' ତାରିଣୀ ଆୟୋଜକ କମିଟି। ଜିଲ୍ଲା ସାଂସଦ ଅନନ୍ତ ଚରଣ…