ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା : ଘର ଭିତରେ ପାଣି 

ବରଗଡ :- ରାଜ୍ୟ ସରକାରଙ୍କର ବହୁ  ଆଶା ଓ ସ୍ୱପ୍ନ ର ପ୍ରୋଜେକ୍ଟ ବିଜୁ ଏକ୍ସପ୍ରେସ ୱେ । ଜନ ବସତି ଅଂଚଳରେ ଲୋକଙ୍କ ସୁବିଧା ଓ ବର୍ଷା ଜଳ ନିଷ୍କାସନ ପାଇଁ ଏହି ପ୍ରୋଜେକ୍ଟ ରେ ନାଳର ସୁବିଧା ମଧ୍ୟ ରହିଛି । ଏଥିପାଇଁ ଏକ ସୁନ୍ଦର ଡିଜାଇନ ମଧ୍ୟ ରହିଛି । ହେଲେ ପାଇକମାଲ ଅଂଚଳରେ ବିଭାଗୀୟ…

ଆଇସୋଲେସନ ୱାର୍ଡରେ ରୋଗୀଙ୍କ ମୃତ୍ୟୁକୁ ନେଇ ବିଷ୍ଣୁମୁଣ୍ଡା ରାସ୍ତା ରୋକ 

ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର କରୋନା ଆଇସୋଲେସନ ବିଭାଗରେ ଜଣେ ରୋଗୀଙ୍କ ଚିକତ୍ସା ରେ ଡାକ୍ତର ଙ୍କ ଅବହେଳା କୁ ନେଇ ମୃତ୍ୟୁ ହୋଇ ଥିବା ନେଇ ଆଇସୋଲେସନ ପରିସରରେ ଉତ୍ତେଜନା ତଥା ବାଦ ବିବାଦ ପରେ ଆଜି ମୃତ ଜିତେନ୍ଦ୍ର ସୁନା ଙ୍କ ସମ୍ପର୍କୀୟ ଓ…

ଆଜି ଗଂଜାମଠୁ ଆଗରେ ଖୋର୍ଦ୍ଧା , ମୃତ୍ୟୁ ସଂଖ୍ୟା ୧୩ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଗତକାଲି ରେକର୍ଡ ସଂଖ୍ୟକ ୧୫୪୪ ଜଣ କୋଭିଡ ରୋଗୀ ସୁସ୍ଥ ହୋଇ  ଡିସଚାର୍ଜ ହୋଇ ଏ ରୋଗରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦୨୪୧ ରେ ପହଞ୍ଚିଥିବା ବେଳେ ଆଜି ରାଜ୍ୟରେ ୧୭୩୪  ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ ପହଁଚାଇଛି | ଆଜି…

101 ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧ ଲଗାଇବ ପ୍ରତିରକ୍ଷା ବିଭାଗ : ଆତ୍ମନିର୍ଭର ଭାରତକୁ…

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରିଛନ୍ତି ବଡ ଘୋଷଣା |  ୧୦୧ ରୀ ପ୍ରତିରକ୍ଷା ସାମଗ୍ରୀ ଆମଦନୀ ଉପରେ ଲାଗିବ ପ୍ରତିବନ୍ଧ | ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଆମ ଦେଶରେ ନିର୍ମିତ ହେବ ଏ ସବୁ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଲେ ଘୋଷଣା |  …

ଥାନାରେ ପଶିଲା କରୋନା:  ସମ୍ବଲପୁର ଟାଉନ ଥାନା ସିଲ l 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଟାଉନ ଥାନା ରେ  କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଶନିବାର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଟାଉନ ଥାନାକୁ ସାନିଟାଇଜ କରାଯିବା ପରେ ସିଲ କରିଦିଆଯାଇଛି। ସଂପୃକ୍ତ ମହିଳା କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ…

ଚବିଶି ଘଂଟାରେ ୬୪,୩୯୯ ଆକ୍ରାନ୍ତ, ୮୬୧ ମୃତ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୩୯୯  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୬୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୧,୫୩,୦୧୧  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୨୮,୭୪୭   ଜଣ | ଏ ଯାବତ ଦେଶରେ ୧୪,୮୦,୮୮୫   ଜଣ…

ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | : କୋଭିଡ କେୟାର ସେଣ୍ଟରରେ ନିଆଁ , ୭ ମୃତ ୧୦ ଆହତ 

ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | କୋଭିଡରୁ ମୁକ୍ତି ପାଇଁ ଆସିଥଲେ | ହେଲେ ନିଆଁରେ ଜୀବନ ବିପନ୍ନ |  ସୋମବାର (ଅଗଷ୍ଟ ୯ ) ସକାଳେ  ଆନ୍ଧ୍ରପ୍ରଦେଶର ବିଜୟୱାଡାର ହୋଟେଲ କମ COVID-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି | ଏହି ଅଗ୍ନିକାଂଡରେ  ୭  ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୦  ଜଣ…

ବାଟମାରଣା ଜୋରଦାର , ଖାଉଟି ହନ୍ତସନ୍ତ 

ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ :  କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟି କଲ୍ୟାଣ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଲିଛି  ବାଟମାରଣା, ଯାହାଫଳରେ ହିତାଧିକାରୀ ମାନଙ୍କ ପାଖକୁ ପହଁଚି ପାରୁନାହିଁ ସାମଗ୍ରୀ           ଏପରି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି…

କ୍ରାନ୍ତି ଦିବସଠୁ ସ୍ୱାଧୀନତା ଦିବସ ଯାଏଁ ଜୀବନ ବିନ୍ଦୁ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ "ଓଡିଶା ମୋ ପରିବାର" ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆସନ୍ତାକାଲି ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ) ରୁ ଅଗଷ୍ଟ ୧୫…

ୟୁଏଆଇଏଲର  ସ୍ୱାସ୍ଥ୍ୟ ଅଭିଯାନ ଦ୍ୱାରା ରାୟଗଡ଼ାର ପାରିପାର୍ଶ୍ଵିକ ଗୋଷ୍ଠୀ  ଉପକୃତ

ଭୁବନେଶ୍ୱର: ପାରିପାଶ୍ୱିର୍କ ଗୋଷ୍ଠୀ  ଓ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ହେଉଛି ଉତ୍କଳ  ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ବିକାଶ ଏଜେଣ୍ଡାର କେନ୍ଦ୍ର ସ୍ଥଳ । ଆଖାପାଖରେ ଏକ ସୁସ୍ଥକର ସମାଜ ଗଠନ କରିବାର ଉଦ୍ୟମକୁ ଜାରି ରଖି ୟୁଏଆଇଏଲ୍ ପକ୍ଷରୁ ଏହାର ପରିଚାଳନା ଅଂଚଳ ଓ…