ଡ୍ରାଗନ ଚାଷୀ ବୈଷ୍ଣବ ଚରଣଙ୍କ ସଫଳ କାହାଣୀ

  ଲକ ଡାଉନର ତିରୋଟ କାଳରେ ଡ୍ରାଗନ ଆଣିଦେଲା ଭଲ ଦି ପଇସାର ରୋଜଗାର କଳାହାଣ୍ଡି ଜିଲ୍ଲା ମ. ରାମପୁରରୁ ଜଗତରାମ ସାହୁ ଙ୍କ ରିପୋର୍ଟ୍ : ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ…

ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ – ଧର୍ମେନ୍ଦ୍ର ପ୍ରଧାନ

୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ • ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ଉପକୂଳବର୍ତ୍ତୀ ଅଞ୍ଚଳ • ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ ହେବ • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରିବହନ ଓ…

ଏନଇଇଟି ଓ ଜେଇଇପରୀକ୍ଷା ୨୦୨୦ କୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମ କୋର୍ଟ 

ନୂଆଦିଲ୍ଲୀ : ଏନଇଇଟି ଓ ଜେଇଇ( NEET and JEE )ପରୀକ୍ଷା ୨୦୨୦ କୁ ସ୍ଥଗିତ ରଖିବାକୁ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ କୋଭିଡ ସତ୍ତ୍ୱେ  ଛାତ୍ରଙ୍କ କ୍ୟାରିଅରକୁ ଅଦାଲତ ବିପଦରେ ପକାଇ…

କୋରୋନା କବଜାରେ କୋରୋନା ଯୋଦ୍ଧା ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ରାଜ୍ୟ ସରକଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର କୋରୋନା ରିପୋର୍ଟ ପୋଜିଟିଭ ଆସିଥିବା ଆଜି ମାନ୍ୟବର ମନ୍ତ୍ରୀ ନିଜେ ଟ୍ୱିଟ କରି ଜଣାଇଛନ୍ତି । ମାନ୍ୟବର ମନ୍ତ୍ରୀ ଟ୍ୱିଟ ରେ ଉଲ୍ଲେଖ କରିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି । ଯେଉଁମାନେ ବିଗତ ଦିନରେ ତାଙ୍କର…

 ଆଜି ୨୯ ଜିଲ୍ଲାରୁ ୨୨୪୪

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ୨୯  ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୨୪୪ ଜଣ କରୋନା ପଜିଟିଭ |  ଆଜି  ବି ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ |  ଆଜି ରାଜ୍ୟରେ ୨୨୪୪ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୪  ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ…

କରୋନା ଲଢେଇ : ଠିକଣା ସମୟରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରବାସୀ ଓଡ଼ିଆଙ୍କ ପ୍ରଶଂସା 

ରାଜ୍ୟ ସରକାରଙ୍କ କୋଭିଡ ନିୟନ୍ତ୍ରଣ ସଂକ୍ରାନ୍ତରେ ବିଜୁ ଯୁବ ଓ ଛାତ୍ର ଜନତାଦଳର ୱେବନାର ଯୋଡି ହେଲେ ୨ଲକ୍ଷ ୩୩ ହଜାରରୁ ଅଧିକ ବ୍ୟକ୍ତି : ଦେଖିଲେ ଲକ୍ଷେରୁ ଅଧିକ ଭୁବନେଶ୍ୱର( ଶାସକ ପ୍ରଶାସକ) : ବନେଶ୍ୱର( କୋଭିଡ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା…

ଟ୍ରାକ୍ଟର ଓଲଟି ୨ମୃତ ଜଣେ ଗୁରୁତର

ବାରିପଦା(ଦିଲ୍ଲୀପ ମହାନ୍ତି):-ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ମୃତ ୧ଗୁରୁତର।  ମୋରଡ଼ା ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥ ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତାର ଝିଙ୍କିରିଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଚବିଶି ଘଂଟାରେ ୫୭,୯୮୨  ଆକ୍ରାନ୍ତ, ଯାଇଛି  ୯୪୧ ଜୀବନ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୯୮୨  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୧  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୬,୪୭,୬୬୪ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬ ,୭୬,୯୦୦  ଜଣ |  ଏ ଯାବତ ଦେଶରେ ୧୯,୧୯,୮୪୩ ଜଣ…

ସଂସଦ ଭବନ ଆନେକ୍ସ ବିଲ୍ଡିଂରେ ନିଆଁ 

ନୂଆଦିଲ୍ଲୀ : ପାର୍ଲିଆମେଣ୍ଟ ଆନେକ୍ସ ବିଲଡିଂର ଷଷ୍ଠ ମହଲରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡର ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ୭ ଟି ଦମକଳ ଗାଡି ନିଆଳିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି | ନିଆଁ ଇତି ମଧ୍ୟରେ ଆୟତ୍ତକୁ ଆସିଯାଇଥିବା ସୂଚନା ହସ୍ତଗତ ହୋଇଛି | 

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛି ରେଳବାଇ 

•  ଓଡ଼ିଶା ସମେତ ୬ଟି ରାଜ୍ୟରେ ସୃଷ୍ଟି କରିଛି ଏହି ଶ୍ରମଦିବସ  • ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହିସବୁ କାର୍ଯ୍ୟକ୍ରମକୁ ରେଳବାଇ ମନ୍ତ୍ରଣାଳୟ ତଦାରଖ କରୁଛି • ଅଗଷ୍ଟ ୧୪ ସୁଦ୍ଧା ଏ ବାବଦରେ ବିଭିନ୍ନ ପ୍ରକଳ୍ପର ଠିକାଦାରମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ପ୍ରଦାନ କରାଯାଇଛି • ଏହି…