ରାୟଗଡ ଠାରେ ଯୁବ ଓ ଛାତ୍ର ବିଜେଡିର ମହାସମାବେଶ
ରାୟଗଡ(ସରୋଜ କୁମାର ସାହୁ) : ରାୟଗଡ ସହରସ୍ଥିତ ତେଜସ୍ୱୀ ହୋଟେଲ ପଡିଆ ଠାରେ ବିଜେଡି ଯୁବ ଓ ଛାତ୍ର ସମାବେଶର ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ସାଇ ଇଂଟରନ୍ୟାସନାଲ ଛକ ନିକଟରୁ ବିଜେଡି ଯୁବ କର୍ମୀ ମାନେ ଅତିଥିମାନଙ୍କୁ ଏକ ବିଶାଳ ମଟରସାଇକେଲ ରାଲିରେ ପାଛୋଟି ଆଣିଥିଲେ । ବନ୍ଦେ ଉତ୍କଳ…