ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା: ହତ୍ୟା ନା ଆତ୍ମହତ୍ୟା !
ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ସକାଳ ପ୍ରାୟ ୮ ଟାରୁ ୮:୩୦ ମିନିଟ ସମୟରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତା ରେ ଜଣେ ଯୁବକର ଝୁଲନ୍ତା ଶବ ଝାରସୁଗୁଡ଼ା ପୋଲିସ ପକ୍ଷରୁ ଜବତ୍ କରାଯାଇଛି। କିଏ ଓ କେଉଁଭଳି ସ୍ଥିତିରେ ଏହି ଶବ କୁ ଦେଖିଥିଲା ତାହା ଏ ଯାଏଁ ଜଣା ପଡିନଥିବା ବେଳେ ଏହା…