ମ୍ୟାଲେରିଆ ନିରାକରଣ ତଥା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ସକାଶେ ପ୍ରସ୍ତୁତି ।
ଝାରସୁଗୁଡ଼ା: (ସୁଭାଷ ସହାରେ) :ମ୍ୟାଲେରିଆର ପ୍ରାଦୁର୍ଭାବରୁ ରକ୍ଷା ପାଇଁ ଜିଲ୍ଲାରେ ମ୍ୟାଲେରିଆର ନିରାକରଣ ତଥା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ସକାଶେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା…