ଶୁକ୍ରବାର ଦିବ୍ୟଦୁର୍ଲ୍ଲଭ ନାଗାର୍ଜୁନ ବେଶ
ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି : ଚଳିତ ବର୍ଷ ନାଗାର୍ଜୁନ ବେଶକୁ ରଖାଯିବ ସଂଗ୍ରହାଳୟରେ
ବେଶ ଭାଇରାଲ ହେବା ଆଶଙ୍କା, ଶ୍ରୀମନ୍ଦିରକୁ ମୋବାଇଲ ମନା
ପୁରୀ/ସ୍ୱତନ୍ତ୍ର ପ୍ରତିନିଧି : ମହାପ୍ରଭୂମାନଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଶୁକ୍ରବାର ସଂପନ୍ନ ହେବ । ଏଥିପାଇଁ ଆଜି ଛତିଶା ନିଯୋଗ…