ପ୍ରଥମ ଶ୍ୟାମ ମହୋତ୍ସବ : ସମବେତ ହେଲେ ଅସଂଖ୍ୟ ଶ୍ରଦ୍ଧାଳୁ
ବରଗଡ :- ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ନିକଟରେ ଆଜି ପାଇକମାଲ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଆନୁକୂଲ୍ୟରେ ପ୍ରଥମ ଶ୍ରୀ ଶ୍ୟାମ ମହୋତ୍ସବ ମହାସମାରୋହ ରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ଦିନ ତିନି ଘଣ୍ଟା ସମୟରେ ଶ୍ୟାମ ଭକ୍ତ ମାନେ ପାଇକମାଲ ସ୍ଥିତ ଶିବ ମନ୍ଦିର ଠାରୁ…