ଶୈଳେଶଙ୍କ ବଦାନ୍ୟତା, କ୍ୟାନସର ପୀଡିତାଙ୍କୁ ଦେଲେ ଆର୍ଥିକ ସହଯୋଗ I
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳାର ପୋଲିସ କଲୋନୀ ନିବାସୀ ଜଣେ ମହିଳା କ୍ୟାନସର ରୋଗ ରେ ପୀଡିତ ଅଛନ୍ତି I ଏହି ମହିଳା ଜଣଙ୍କ ଆର୍ଥିକ ଅବସ୍ଥା ସୁଦୃଢ ନୁହେଁ l ଏ ସମ୍ପର୍କ ରେ ଖବର ପାଇ ଯୁବ ସମାଜସେବୀ ତଥା ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ…