ସରୋଜ ସାର ଆଉ ନାହାଁନ୍ତି ।

ପଦ୍ମପୁର- ପଦ୍ମପୁର ସହରର ଜଣା ଶୁଣା ଉଚ୍ଚ ବିଦ୍ୟାଳୟ ଟାଉନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସରୋଜ କୁମାର ସାହୁଙ୍କ ଆଜି ଦେହାନ୍ତ ହୋଇଛି । ଆଜି ସକାଳୁ ବରିକେଲ ସ୍ଥିତ ବାସଭବନରେ ହୄଦଘାତ ଯୋଗୁଁ ଶ୍ରୀ ସାହୁଙ୍କ ଦେହାନ୍ତ ହୋଇଛି । ସେ  ଏକାଧାରରେ ଜଣେ ଶିକ୍ଷକ ଓ କଳାକାର ମଧ୍ୟ ଥିଲେ ।…

ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ

ଜିଲ୍ଲାପାଳ ଅଫିସ ଘେରିଲା ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦ ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାର ୧୫୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ  ଜିଲ୍ଲା ପ୍ରଶାସନ ବନ୍ଦ କରିବା ନିଷ୍ପତିକୁ ବିରୋଧ କରି ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଓ…

ବିଶ୍ୱ ଭିନ୍ନକ୍ଷମ ଓ ଏଡସ୍ ଦିବସ ପାଳିତ

ଭୁବନେଶ୍ୱର : ଜୁଏଲ ଇଣ୍ଟରନ୍ୟାସନାଲ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ (ଭୁବନେଶ୍ୱର) ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ତିନିଦିନ ଧରି ବିଶ୍ୱ ଭିନ୍ନକ୍ଷମ ଓ ଏଡସ୍ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହୋଇଯାଇଛି ।  ବରିଷ୍ଠ ପ୍ରଫେସର ତଥା ଉପସଭାପତି ପ୍ରଫେସର…

ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ର ମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରାଯାଉ –…

“ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ”ରେ କେନ୍ଦ୍ରମନ୍ତ୍ରୀ ସାମିଲ୍  ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ  ପ୍ରାକୃତିକ ଗ୍ୟାସ ବ୍ୟବହାର ବଢିଲେ ସୁସ୍ଥ ଓ ସ୍ଥାୟୀ ସମାଜ ଗଠନ ହୋଇପାରିବ ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ସାରସ୍ୱତ ସାଧକ ଗୌରଚନ୍ଦ୍ର ଚୌଧୁରୀଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠାନ ତରଫରୁ  ଗୋପାଳ ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଦ୍ୱାରା ଦିବଂଗତ ଶିକ୍ଷାବିତ , ସାହିତ୍ୟିକ ଗୋରଚନ୍ଦ୍ର ଚୌଧୁରୀଙ୍କ ସ୍ମୃତି ଚାରଣ…

ଅଖିଳ ଭାରତୀୟ ଗୋଣ୍ଡୱାନା ସମାଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ଶ୍ରୀ ମହେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ୧୩ ଦଫା ଦାବୀ ବିଶିଷ୍ଟ ପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଦାବୀପତ୍ରରେ ଆଦିବାସୀମାନେ…

ବିଏନଆର@୯୫ : ଅନେକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଆଉ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ସାନ୍ନିଧ୍ୟର ମୁକ ସାକ୍ଷୀ 

୯୫ ବର୍ଷରେ ପୁରୀ ବିଏନଆର ହୋଟେଲ: ଭାରତରେ କେବଳ ରେଳବାଇ ସଂସ୍କୃତି ଓ ଐତିହ ହୋଟେଲ୍ | ଏହି ଔପନିବେଶିକ ହୋଟେଲ ଉଚ୍ଚ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଛି ​​| ବିଗତ ଯୁଗର ଐତିହ ବହନ କରୁଥିବା ହୋଟେଲ ଅନେକଙ୍କ ପସନ୍ଦଯୋଗ୍ୟ | ବିଏନଆର ହୋଟେଲ,…

ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ନୂତନ ବିଇଓ ଭାବରେ ଯୋଗଦାନ କରିଥିବା ଶ୍ରୀ ସୁଶାନ୍ତ ଘୁଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଝାରସୁଗୁଡ଼ା ବ୍ଲକ ଶିକ୍ଷକ ସଂଘ। ସଂଘର ସଭାପତି ଶ୍ରୀ ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ…

ଛିଃ ଛିଃ …. ମଦ ଭୁଲାଇ ଦେଲା ସଂପର୍କ

 ବାପା ହୋଇ ଝିଅକୁ ବଳାତ୍କାର କରାଇଲା ମଦ।  ଝାରସୁଗୁଡ଼ା :(ସୁଭାଷ ସହାରେ) -'ମଦୁଆକୁ ନୁହେଁ,ମଦକୁ ଘୃଣା କର', ଗାନ୍ଧୀଙ୍କ ଏହି ଉକ୍ତିର ସତ୍ୟତା ବାରମ୍ବାର ପ୍ରମାଣିତ ହେବା ସତ୍ତ୍ବେ ମଦର ଆଦର କମି ନାହିଁ। ବାରମ୍ବାର ଏହା ଯୋଗୁଁ ମଣିଷପଣିଆ ହରାଉଛି ମଣିଷ। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପତରଫରୁ ଜିଲ୍ଲା କୋର୍ଟ ଠାରେ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।  ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି ବିଭିନ୍ନ…