ପୁରାତନ ଶିବ ମନ୍ଦିର ସ୍ଥାନାନ୍ତର ଓ ନୂତନ ମନ୍ଦିର ପାଇଁ ଭୂମି ପୂଜନ
ବରଗଡ :- ରାଜ୍ୟ ସରକାରଙ୍କ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହେଲା ବିଜୁ ଏକ୍ସପ୍ରେସ ୱେ । ଚାରିଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଏହି ରାସ୍ତା ଉପରେ ପରୋକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭର କରୁଥିବା ଅଂଚଳ ବା ଅଂଚଳ ବାସୀଙ୍କର ଆର୍ଥିକ ଅଭିବୃଦ୍ଧି ହେବା ସହିତ…