‘ମୋ କଲେଜ’ ଅଭିଯାନ ସହ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଲେଜ ଓ ଆଲୁମନିଙ୍କ ଭିତରେ ସମ୍ପର୍କର ସେତୁ ‘ମୋ କଲେଜ’
ଯେଉଁଠୁ ପାଇଛୁ ପରିଚୟ,ତାକୁ କିଛି ଫେରାଇବାର ନିଆରା ସୁଯୋଗ
ଲାଇଭ୍ ଷ୍ଟ୍ରିମିଂରେ ସାମିଲ ହେଲେ ରାଜ୍ୟ ତଥା ଦେଶ ବାହାରେ ଥିବା ଲକ୍ଷଲକ୍ଷ ଓଡ଼ିଆ
ଭୁବନେଶ୍ୱର: ଏକ ଭାବ ପୂର୍ଣ୍ଣ ପରିବେଶ ଭିତରେ ଲୋକାର୍ପିତ ହୋଇଯାଇଛି ‘ମୋ କଲେଜ’…