କୋଭିଡ଼ ନିୟମ ଉଲଙ୍ଘନ ଯୋଗୁଁ ପ୍ରଶାସନ ପକ୍ଷରୁ ମିନାକ୍ଷୀ ଜ୍ବେଲେରୀ ସିଲ
ପଦ୍ମପୁର(ଶାସକପ୍ରଶାସକ)-କୋଭିଡ଼ର ଦ୍ବିତୀୟ ଲହରରେ ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ସରକାର ବିଭିନ୍ନ ନିୟମମାନ କରିଛନ୍ତି । ମାକ୍ସ ପରିଧାନ,ସାମାଜିକ ଦୂରତ୍ୱ କୁ ପ୍ରାଧାନ୍ୟ ଦେଇଛନ୍ତି । ଯେଉଁ ଅମାନିଆ ମାନେ ନିୟମ ଭଙ୍ଗ କରୁଛନ୍ତି…