ଗଜପତି ଜିଲ୍ଲାପାଳଙ୍କ ମୋହନା ବ୍ଳକ ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହା ତୋଫାନୀ ଗ୍ସ୍ତରେ ମୋହନା ବ୍ଳକ କନ୍ଫରେନ୍ସ ହଲ , ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ଠାରେ ରହିଥିବା କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରିବା ସହ କୋଭିଡ୍ କାର୍ଯ୍ୟର…