ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ…

ନବରଙ୍ଗପୁର ତା ୧୨.୪.୨୦୨୬: ଅଶୋକ ସାହୁ,'ଓଡ଼ିଆ ପକ୍ଷ'ର ଦ୍ୱାଦଶ ଦିବସରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ 'ବନ୍ଦନୀୟ ବରପୁତ୍ର' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଜିଲ୍ଲା…

ଓଡ଼ିଶା ପକ୍ଷ-୨୦୨୬ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/uPKkma9poxQ   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା ପକ୍ଷ - ୨୦୨୬ ପାଳନ ଅବସରରେ ଆଜି ( ରବିବାର) ଦ୍ଵାଦଶ ଦିବସରେ ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଡାବୁଗାଁ ରେ ବିଶ୍ୱ ହିନ୍ଦୁ ପରିଷଦ ର ଦୁଇ ଦିନିଆ ପରିଚୟ ବର୍ଗ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୦୪/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ବିଶ୍ଵ ହିନ୍ଦୁ ପରିଷଦ ର ୧୧ ଓ ୧୨ ଦୁଇ ଦିନିଆ ପରିଚୟ ଵର୍ଗ ଅନୁଷ୍ଠିତ ହୋଇ ଯାଇଛି। ଏହି ବର୍ଗରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ପ୍ରଖଣ୍ଡରୁ ଓ ଜିଲ୍ଳା କାର୍ଯ୍ୟକର୍ତା…

ଗୋଳନ୍ଥରା ଥାନା ପଞ୍ଚମା ଅଞ୍ଚଳରେ ପାନ ବ୍ୟବସାୟୀ କୁ ନିର୍ମମ ହତ୍ୟା।

ପୋଲିସ ସଠିକ ତଦନ୍ତ କରୁନଥିବା ଗାଁ ବାସିନ୍ଦା ଙ୍କ ଅଭିଯୋଗ । ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମ ନିକଟସ୍ଥ ଏକ ତୋଟା ରେ ଜଣେ ବ୍ଯକ୍ତିଙ୍କୁ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ପାନ ବ୍ୟବସାୟୀ…

ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା ନିମନ୍ତେ ବିଧାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ

ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଗ୍ରାମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆନୁକୂଲ୍ୟରେ ନିର୍ମାଣ ହେବାକୁ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କୋଠା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ I ଦୀର୍ଘ ଦିନ ଧରି ଖଇରପୁଟି…

ଅଗ୍ନିକାଣ୍ଡ ଘଟି ତିନି ଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ପୋଡି ପାଉଁଶ,

ବେଲଗୁଣ୍ଠା, ୧୨/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ତିନିଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ସେମାନେ ହେଲେ ଟିକରପଡା ଗ୍ରାମର ମିଛl ନାୟକ, ଅନନ୍ତ ନାୟକ ଓ ଅଚୁତ ନାୟକ, ଅଗ୍ନିକାଣ୍ଡର ସଠିକ କାରଣ…

ବେଆଇନ ଗୋରୁ ଚୋରା ଚାଲାଣ ଟ୍ରକ୍ ସହ ଗୋରୁ ମାଫିଆକୁ ଧରିଲା ବେଲଗୁଣ୍ଠା ପୋଲିସ

ବେଲଗୁଣ୍ଠା:୧୨/୦୪ -(ଶିବରାମ ଚୌଧୁରୀ )-ଆଜି ପ୍ରଭାତ ପ୍ରାୟ ୪ଟା ସମୟରେ ବେଲଗୁଣ୍ଠା ସ୍ଥିତ ବରଗାଁ ରାସ୍ତାରେ ଏକ ଟ୍ରକ୍‌ରେ ପ୍ରାୟ ୩୦ରୁ ଅଧିକ ଗୋରୁଙ୍କୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ଘଟଣା ସମ୍ମୁଖକୁ ଆସିଥିଲା ରାସ୍ତାରେ ଯାଉଥିବl ଦଣ୍ଡୁଆ ଭକ୍ତମାନେ ପ୍ରଥମେ ଏହାକୁ ଦେଖି…

ଶାଗୁଆନ କାଠ ଚୋରାଚାଲାଣ ୨ଅଭିଯୁକ୍ତ ଗିରଫ: ପିକ୍ଅପ୍ ଭ୍ୟାନ୍ ଜବତ।

ପଦ୍ମପୁର:- ପଦ୍ମପୁର ବନାଞ୍ଚଳ ଅଧିକାରୀ ଭାବେ ରମେଶ ଚନ୍ଦ୍ର ସାହୁ ଯୋଗଦେବା ପରେ ଚୋରା କାଠ ଧରପଗଡ ପ୍ରବଳ ମାତ୍ରାରେ ଚାଲିଥିବା ବେଳେ ଆଜି ଶାଗୁଆନ କାଠ ଚୋରାଚାଲାଣ ହେଉଥିବା ବେଳେ ଦୁଇ ଅଭିଯୁକ୍ତ କୁ ଗିରଫ କରିବା ସହ ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ କୁ ଜବତ୍ କରିଛି ପଦ୍ମପୁର ବନ ଵିଭାଗ।…

ବେଲଗୁଣ୍ଠାରେ ମାନସିକ ଦଣ୍ଡଯାତ୍ରା ; ଢୋଲ,ମହୁରୀର ଶବ୍ଦରେ ଦୁଲୁକିଲା ସହର

ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-, ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ବେଲଗୁଣ୍ଠା ପଣ୍ଡା ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ…

ଜିଲ୍ଲା କଂଗ୍ରେସ୍ ସଭାପତି ଦଣ୍ଡପାଣି ପାତ୍ରଙ୍କ ନୁଆଁ ଟିମ୍ ଗଠିତ ; ଚାରି ଉପସଭାପତି, ଦଶ ସାଧାରଣ ସମ୍ପାଦକ

ବେଲଗୁଣ୍ଠା, ୧୨/୦୪,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ୍ ସଭାପତି ରୂପେ ଦଣ୍ଡପାଣି ପାତ୍ର ନିଯୁକ୍ତ ହେବା ପରେ ତାଙ୍କର ଏକ ନୂତନ କମିଟି ସମ୍ପର୍କରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଦଣ୍ଡପାଣି ପାତ୍ରଙ୍କ ଏହି ନୂତନ କମିଟିରେ ଚାରି ଜଣ…