ଓଡ଼ିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ”

ନବରଙ୍ଗପୁର ତା ୧୩.୪.୨୦୨୬: ଅଶୋକ ସାହୁ,ଜିଲ୍ଲା ପ୍ରଶାସନ ତରଫରୁ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ "ଆମ ରୁଚି ଆମ ଖାଦ୍ୟ" ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ପକ୍ଷର ୧୩ତମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବାଲିକୁଦା ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା- ୧୩.୦୪.୨୦୨୬ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ…

ଓଡ଼ିଆ ପକ୍ଷ ଅବସରରେ ‘ଆମ ରୁଚି ଆମ ଖାଦ୍ୟ’ ଆୟୋଜିତ

ଜଗତସିଂହପୁର, ୧୩.୦୪.୨୦୨୬ ସୁମନ୍ତ କୁମାର ଦାସ: ଓଡ଼ିଆ ପକ୍ଷ ପାଳନ–୨୦୨୬ ଅବସରରେ “ପାରମ୍ପରିକ ଖାଦ୍ୟ ଦିବସ – ଆମ ରୁଚି, ଆମ ଖାଦ୍ୟ” ଜିଲ୍ଲାସ୍ତରରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ସମୃଦ୍ଧି, ସ୍ୱାଦ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର…

ପ୍ରତିଶ୍ରୁତି ରଖିଲେ ମୋହନ ସରକାର

ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ ପୂରଣ କଲେ ମୁଖ୍ୟମନ୍ତ୍ରୀ ୨୯ କୋଟି ୪୧ ଲକ୍ଷର ୨୪ ଟି ପ୍ରକଳ୍ପର ଲୋକାର୍ପିତ ୩୨୬ କୋଟି ୪୩ ଲକ୍ଷ ଟଙ୍କାର ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର…

ସିନିଅର ଟେନିସ କୋଚ ଅଶୋକ ଦେଓ ଚିଫ୍ କୋଚ ଭାବେ ପଦୋନ୍ନତି ପାଇଲେ।

 କେନ୍ଦୁଝର,ତା୧୩/୪- ଭାରତ ସରକାରଙ୍କ ଅଧିନସ୍ଥ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ସିନିଅର ଲନ୍‌ ଟେନିସ କୋଚ ଶ୍ରୀ ଅଶୋକ ଦେଓଙ୍କୁ ଚିଫ୍ କୋଚ୍ ଭାବେ ପଦୋନ୍ନତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ କି କେନ୍ଦୁଝର ସହର ଆଟୋପରରେ ଜନ୍ମିତ ଶ୍ରୀ ଦେଓ ସ୍ଥାନୀୟ ଡି ଏନ ହାଇସ୍କୁଲ ତଥା ଧରଣୀଧର କଲେଜରୁ ପାଠ…

ନବରଙ୍ଗପୁର ଠାରେ “ନାରୀ ଶକ୍ତି ବନ୍ଦନ ସମ୍ମିଲନୀ”

ନବରଙ୍ଗପୁର, ୧୩.୪.୨୦୨୬: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେତା ସମ୍ମିଳନୀ ସଭାଗୃହରେ “ନାରୀ ଶକ୍ତି ବନ୍ଦନ ସମ୍ମେଳନ” ଅବସରରେ ବିଜ୍ଞାନ ଭବନ ଦିଲ୍ଲୀ ରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା…

ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ

ରାଉରକେଲା,(ବସନ୍ତ କୁମାର ଜେନା): ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଆଜି ସେକ୍ଟର-୮ ସ୍ଥିତ ଗାଙ୍ଗପୁର ମଜଦୁର ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ପାଇଁ ଧାର୍ଯ୍ୟ ଥିବାବେଳେ ଚଳିତ ବର୍ଷ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ…

ଜାତୀୟ ରଗବୀ ମଞ୍ଚରେ ଓଡ଼ିଶା ଦଳର ଦୀପ୍ତିମାନ ତାରକା ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ଚମ୍ପିୟନ୍ ଖେଳାଳି ଚିନ୍ନା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମର ପବିତ୍ର କ୍ରୀଡ଼ାଭୂମିରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚମ୍ପିଅନସିପ୍‌ରେ ଚଉଦ ବର୍ଷରୁ କମ୍ ବର୍ଗର ବାଳକ ବିଭାଗରେ ଓଡ଼ିଶା ଦଳ ଶ୍ରେଷ୍ଠ ପ୍ରତିଭା ଓ ସମନ୍ୱୟର ଅପୂର୍ବ ଦୃଷ୍ଟାନ୍ତ ପ୍ରଦାନ କରି…

ପ୍ରଚଣ୍ଡ ଗ୍ରୀଷ୍ମରେ ମାଟି ହାଣ୍ଡିର ଚାହିଦା ବୃଦ୍ଧି: ପାରମ୍ପରିକ କଳାକୁ ଜୀବନ୍ତ ରଖୁଛନ୍ତି କୁମ୍ଭାର

ବିଜେପୁର :-ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ ଏବେ ଜନଜୀବନକୁ ଅସ୍ଥିର କରିଦେଇଛି। ଏହି ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ପୁଣିଥରେ ପାରମ୍ପରିକ ଉପାୟମାନଙ୍କୁ ଆଶ୍ରୟ କରୁଛନ୍ତି। ସେହିମଧ୍ୟରୁ ମାଟି ହାଣ୍ଡି ବ୍ୟବହାର ପ୍ରତି ଆକର୍ଷଣ ଏବେ ଲକ୍ଷଣୀୟ ଭାବରେ…

ଓଡିଶା ପକ୍ଷ ଅବସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ଆମ ଓଡିଶା , ଆମ ସଂସ୍କାର କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅଞ୍ଚଳରେ ରବିବାର ଦିନ "ଓଡ଼ିଶା ପକ୍ଷ-୨୦୨୬" ପାଳନ ଅବସରରେ ଅବହେଳିତ ଓ ଉପେକ୍ଷିତ ପିଲାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂସ୍କାର ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଏହି ଶିଶୁମାନଙ୍କ…